Latest Odisha News

BREAKING NEWS

Yearly Archives

2025

ଭିଜିଲାନ୍ସ ଜାଲରେ ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଷାନ । ଦୁଇଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ପୂର୍ବରୁ ତାଙ୍କ ନାଁରେ ବ୍ୟାପକ ଦୁର୍ନୀତି କରୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ବୁଧବାର ସହଦେବ କିଷାନ ଦେଢ଼ ଲକ୍ଷ ଟଙ୍କା ଧରି…

ପୁଣି ହେବ କି ଯୁଦ୍ଧ? ଭାରତୀୟ ନୌସେନା ଆରମ୍ଭ କଲା ପ୍ରସ୍ତୁତି

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଏତେ ଭୟଭୀତ ଥିଲା ଯେ ଏଥର ଭାରତୀୟ ନୌସେନା ପକ୍ଷରୁ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରୁଥିଲା। ଭାରତୀୟ ନୌସେନା ତା’ର କ୍ୟାରିଅର ବ୍ୟାଟଲ୍ ଗ୍ରୁପକୁ ଫରୱାର୍ଡ ଡିପ୍ଲୟମେଣ୍ଟ କରିଥିଲା। ପାକିସ୍ତାନ ଏତେ ଆତଙ୍କିତ ଥିଲା ଯେ ତା’ର…

କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି; ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: କୃଷକଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର । ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯାହା ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ଯେ, ୨୦୨୫-୨୬ ଖରିଫ ଋତୁ ପାଇଁ ଧାନର…

ଖୁବ ଶୀଘ୍ର ବିଶ୍ୱ ଯୁଦ୍ଧ ! ନିଆଁ ସହ ଖେଳୁଛନ୍ତି ପୁତିନ କହିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଖୁବ ଶୀଘ୍ର ବିଶ୍ୱ ଦେଖିବାକୁ ଯାଉଛି ମହାଯୁଦ୍ଧ। ସିଧା ଭାଷାରେ କହିଲେ ବିଶ୍ୱ ଯୁଦ୍ଧ। ଆଜ୍ଞା ହଁ, ହୁଏ ତ ଏହା ଏକପ୍ରକାର ଅନୁମାନ ହୋଇପାରେ। କିନ୍ତୁ ବିଶ୍ୱ ଯୁଦ୍ଧ ଆଡ଼କୁ ସଙ୍କେତ ଦେଲାଣି ରୁଷିଆ-ୟୁକ୍ରେନ ଯୁଦ୍ଧ ।  ଏବେ ଆଉ ଋଷିଆ-ୟୁକ୍ରେନ ମଧ୍ୟରେ ନୁହେଁ, ଆମେରିକା-ଋଷିଆ…

ରୋବଟଙ୍କ ମଧ୍ୟରେ ଆୟୋଜିତ ହେଲା ରୋମାଂଚକ ବକ୍ସିଂ ପ୍ରତିଯୋଗିତା

ନୂଆଦିଲ୍ଲୀ: ଅତ୍ୟାଧୂନିକ ଟେକ୍ନୋଲୋଜି ଏବେ ଲୋକମାନଙ୍କ ମନୋରଞ୍ଜନର ମାଧ୍ୟମ ପାଲଟିଯାଇଛି । ଚୀନର ହାଙ୍ଗଝୋଉରେ ରୋବୋଟମାନଙ୍କୁ ନେଇ ଏକ ବକ୍ସିଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ରୋବୋଟଙ୍କୁ ଅବଶ୍ୟ ଦୂରରେ ବସି କଂଟ୍ରୋଲ କରାଯାଉଥିଲା । ସମସ୍ତ ରୋବୋଟର ଉଚ୍ଚତା ୧.୩ ମିଟର ଥିବା ବେଳେ ଓଜନ…

ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଉପରେ ବର୍ଷିଲେ ଦୀପିକାଙ୍କ ଫ୍ୟାନ୍ସ, ଯଦି ଏଠି ହିରୋ ଥାନ୍ତେ…

ମୁମ୍ବାଇ: ନିକଟରେ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଅପକମିଂ ଫିଲ୍ମ 'ସ୍ପିରିଟ୍'କୁ ନେଇ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଚର୍ଚ୍ଚାକୁ ଆସିଛନ୍ତି। ସୂଚନା ଅନୁଯାୟୀ ଦୀପିକା ଫିଲ୍ମର ସୁଟିଂ ପାଇଁ  ସେଟରେ ୮ ଘଣ୍ଟାର ସିଫ୍ଟ ଦାବି କରିଥିଲେ, ଯାହାପରେ ତାଙ୍କୁ ଅନ ପ୍ରଫେସନାଲ କହି ଫିଲ୍ମରୁ…

ଆଇପିଏଲ ପ୍ଲେ ଅଫ: କେଉଁ ଟିମ ରହିଛି କେତେ ମଜଭୁତ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପ୍ଲେ ଅଫ ପାଇଁ ଟିମ ଚୂଡାନ୍ତ ହୋଇ ସାରିଛି । ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର କ୍ୱାଲିଫାୟର ୧କୁ ଉନ୍ନୀତ ହୋଇଛି । ଗୁଜରାଟ ଟାଇଟାନ୍ସ ଏଲିମିନେଟରରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ । ଆସନ୍ତୁ ୪ଟିମର ପ୍ଲେ ଅଫ ପ୍ରଦର୍ଶନ ଉପରେ…

ପୁରୁଷମାନଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ହାଇପୋଥାଇରଏଡିଜ୍‌ମ ୩ ଗୁଣ ଅଧିକ ପ୍ରଭାବୀ

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଛି ଥାଇରଏଡ୍‌ ରୋଗୀଙ୍କ ସଂଖ୍ୟା । ଶୀଘ୍ର ଏହି ରୋଗର ଚିହ୍ନଟ ନହେଲେ ଏହା ବିପଦଜନକ ସାବ୍ୟସ୍ତ ହୋଇଥାଏ । ତେବେ ଏହି ରୋଗର ପ୍ରାରମ୍ଭିକ ନିର୍ଣ୍ଣୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନେଇ ମତବ୍ୟକ୍ତ କରିଛନ୍ତି ଏମସ୍…

ବିଚାରପତି ଯଶୱନ୍ତ ବର୍ମାଙ୍କ ବିରୋଧରେ ଆସିପାରେ ମହାଭିଯୋଗ ପ୍ରସ୍ତାବ

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ପୋଡ଼ା ନୋଟ୍ ବସ୍ତା ଉଦ୍ଧାର ଘଟଣାରେ ବିବାଦ ବଢ଼ିବାରେ ଲାଗିଛି। ବର୍ତ୍ତମାନ କେନ୍ଦ୍ର ସରକାର ତାଙ୍କ ବିରୁଦ୍ଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ବିଚାର କରୁଥିବା ଜଣାପଡିଛି। ତେବେ ଏହି…

କେଜିଏଫ ମେକର୍ସଙ୍କ ଫିଲ୍ମରେ ଅଭିନୟ କରିବେ ହ୍ରିତିକ

ମୁମ୍ବାଇ: ହ୍ରିତିକ ରୋଶନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । କେଜିଏଫ ୧, କେଜିଏଫ ୨ ଓ ସାଲାର ପାର୍ଟ ୧ ଓ କାନ୍ତାରା ପରି ଫିଲ୍ମ କରିଥିବା ହୋମ୍ବଲେ ଫିଲ୍ମସ ଏବେ ହ୍ରିତିକଙ୍କୁ ନେଇ ନୂଆ ଫିଲ୍ମ କରିବେ । ଏହା ଏକ ପ୍ୟାନ ଇଣ୍ଡିଆ ଫିଲ୍ମ ହେବ । ଆମେ ଏ ଭଳି ଏକ କାହାଣୀ ନେଇ ଆସିବୁ ଯାହାକୁ…