ହନିମୁନ ପାଇଁ ଯାଇଥିବା ବେଳେ ମେଘାଳୟରେ ନିଖୋଜ ନବବିବାହିତା
ଇନ୍ଦୋର: ହନିମୁନ ପାଇଁ ଯାଇଥିବା ବେଳେ ମେଘାଳୟରେ ନିଖୋଜ ନବବିବାହିତା। ମଧ୍ୟପ୍ରଦେଶର ଇନ୍ଦୋରର ୨୭ ବର୍ଷୀୟ ରାଜା ରଘୁବଂଶୀ ଏବଂ ତାଙ୍କ ପତ୍ନୀ ସୋନମଙ୍କ ବାହାଘର ମେ ୧୧ ରେ ହୋଇଥିଲା।
ସେମାନେ ତାଙ୍କର ହନିମୁନ ମନେଇବା ପାଇଁ ମେଘାଳୟର ପର୍ଯ୍ୟଟନସ୍ଥଳ ସୋହରାକୁ (ଚେରାପୁଞ୍ଜି) ଯାଇଥିଲେ।…