ମନ୍ତ୍ରୀ ଓ ଅଧିକାରୀଙ୍କ ମାସିକ ଗାଡ଼ିଭଡ଼ା ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର: ଓଡ଼ିଶା ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରୀ ଓ ଅଧିକାରୀଙ୍କ ମାସିକ ଗାଡ଼ିଭଡ଼ା ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର। ପୂର୍ବ ନିର୍ଦ୍ଧାରିତ ଘରୋଇ ଗାଡ଼ିଭଡ଼ା ଖର୍ଚ୍ଚରେ କଲେ ସଂଶୋଧନ।
ଏନେଇ ଏକ ନୋଟିସ୍ ପ୍ରକାଶ ପାଇଛି। ପୂର୍ବ ନିର୍ଦ୍ଧାରିତ ଖର୍ଚ୍ଚ…