Latest Odisha News

BREAKING NEWS

Yearly Archives

2025

୬୦,୦୦୦ ଟଙ୍କା ଲାଞ୍ଚ ନେଇ ଫସିଲେ ଆରଆଇ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ଢେଙ୍କାନାଳର ହିନ୍ଦୋଳ ତହସିଲର ଗଣ୍ଡାନାଳୀ ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ଶଶି ଭୂଷଣ ବେହେରାଙ୍କୁ ୬୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଅଟକ ରଖିଛନ୍ତି। ଭିଜିଲାନ୍ସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେ ଚାରୋଟି…

ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବେଶ କରିଛି। ଏନେଇ ବରିଷ୍ଠ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ 'ଏକ୍ସ'ରେ ସୂଚନା ଦେଇଛନ୍ତି। "ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଛୁଇଁଛି," ସେ…

ଆମେରିକାର ଉପସଚିବଙ୍କୁ ଭେଟିଲେ ବିକ୍ରମ ମିଶ୍ରୀ; ଜାଣନ୍ତୁ ଏହା କେତେ ଗୁରୁତ୍ବପୂର୍ଣ୍ଣ…

ନୂଆଦିଲ୍ଲୀ: ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ୱାଶିଂଟନରେ ଆମେରିକାର ଉପସଚିବ ଜେଫ୍ରି କେସଲରଙ୍କୁ ଭେଟିଛନ୍ତି । ସେ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା ଉପରେ ଆଲୋଚନା କରିଛନ୍ତି। ୱାଶିଂଟନରେ ଥିବା ଭାରତୀୟ ଦୂତାବାସ ଏହି ସୂଚନା ଦେଇଛି।…

‘ମୋତେ ଗୁଳି କରି, ପୋତି ଦିଅ’: ଦେଶ ଛାଡିବା ପୂର୍ବରୁ କାହିଁକି ଏମିତି କହିଥିଲେ ହସିନା?

ନୂଆଦିଲ୍ଲୀ: ୨୦୨୪ ବର୍ଷ ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାଇଁ ଭଲ ନଥିଲା। ଦେଶରେ ପ୍ରବଳ ବିରୋଧ ପ୍ରଦର୍ଶନ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା । ଖାଲି ଇସ୍ତଫା ଦେଇନଥିଲେ, ସ୍ଥିତି ଏମିତି ହୋଇଥିଲା ଯେ, ଶେଷରେ ଲୁଚିକି ଦେଶ ଛାଡିଥିଲେ ହସିନା ।  କିନ୍ତୁ…

ଏଇ ଦେଶ ଦେଲା ତୃତୀୟ ବିଶ୍ବଯୁଦ୍ଧ ଧମକ !

ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ ତୃତୀୟ ବିଶ୍ବଯୁଦ୍ଧର ଚେତାବନୀ ଦେଲେ ପୂର୍ବତନ ରୁଷ ରାଷ୍ଟ୍ରପତି । ୟୁକ୍ରେନ ସହିତ ଶାନ୍ତି ଆଲୋଚନାରେ ସାମିଲ ହେବାକୁ ମନା କରି ଭ୍ଲାଦିମିର ପୁଟିନ ନିଆଁ ସହ ଖେଳୁଛନ୍ତି ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମନ୍ତବ୍ୟ ରଖିବା ପରେ, ପୂର୍ବତନ ରୁଷ ରାଷ୍ଟ୍ରପତି ତଥା…

ଡରାଉଛି ମହାମାରୀ, ରାଜ୍ୟରେ ୫ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଦିନକୁ ଦିନ କୋଭିଡ ସଂକ୍ରମଣ ବିସ୍ତାର କରୁଛି। ଡରାଉଛି ମହାମାରୀ। ଏବେ ରାଜ୍ୟରେ ଚିହ୍ନଟ ହେଲା ୫ ନୂଆ କୋଭିଡ୍‌ ଆକ୍ରାନ୍ତ। ଜଣେ ବ୍ୟକ୍ତିଙ୍କ ଆଣ୍ଟିଜେନ୍ ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା ସୂଚନା। ତେବେ ଆଣ୍ଟିଜେନ୍‌ କିଟ୍ କେତେ କାମ କରୁଛି, ତାହା ପରୀକ୍ଷା କରିବାକୁ ଆଣ୍ଟିଜେନ୍‌…

ଗବେଷକଙ୍କ ଐତିହାସିକ ସଫଳତା; ଦେଶର ପ୍ରଥମ ଜିନ୍-ଏଡିଟେଡ୍ ମେଣ୍ଢାର ସୃଷ୍ଟି

ନୂଆଦିଲ୍ଲୀ: ଶେର-ଏ-କାଶ୍ମୀର କୃଷି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଏସକେୟୁଏଏସଟି)ର ଗବେଷକମାନେ ଦେଶର ପ୍ରଥମ ଜିନ୍-ଏଡିଟେଡ୍ ମେଣ୍ଢା ସୃଷ୍ଟି କରିଛନ୍ତି। ଏହାକୁ ପଶୁ ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଐତିହାସିକ ସଫଳତା ବୋଲି ବିବେଚନା କରାଯାଉଛି। ଗବେଷକମାନେ…

ଦିଲୀପଙ୍କୁ ନେଇ ରୋହିତଙ୍କ କଥା ମାନିଲା ବିସିସିଆଇ

ନୂଆଦିଲ୍ଲୀ: ଟି ଦିଲୀପଙ୍କୁ ପୂନର୍ବାର ଭାରତୀୟ କ୍ରିକେଟ ଟିମର ଫିଲ୍ଡିଂ କୋଚ ଭାବେ ନିଯୁକ୍ତ କରାଯାଇଛି । କ୍ରିକବିଜ ରିପୋର୍ଟ ଅନୁସାରେ ତାଙ୍କୁ ପୂନର୍ବାରେ ୧ ବର୍ଷର ଚୁକ୍ତି ପ୍ରଦାନ କରାଯାଇଛି । ଅବଶ୍ୟ ବିସିସିଆଇ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ ।…

ସୁନ୍ଦରଗଡ଼ ଖଣି ଲୁଟ୍ ମାମଲା: ତଦନ୍ତ ପାଇଁ ପହଞ୍ଚିଲା ଭିଜିଲାନ୍ସ ଏସ୍ଆଇଟି

ସୁନ୍ଦରଗଡ:ସୁନ୍ଦରଗଡ଼ ଖଣି ଚୋରି ମାମଲାର ଭିଜିଲାନ୍ସ ଏସ୍‌ଆଇଟି କରୁଛି ଖୋଳତାଡ। ଏଥିପାଇଁ ସୁନ୍ଦରଗଡ଼ରେ ପହଞ୍ଚିଛି ଭିଜିଲାନ୍ସ ଏସ୍‌ଆଇଟି ଟିମ୍। ଗୋପାଳପୁର ଫରେଷ୍ଟ ରେଞ୍ଜର ତେଲନଡିହି, ରତନସରା, ଭୋଗ୍ରାକଛାର, ଜାମକାନି ଜଙ୍ଗଲରେ ଥିବା ଚୋରା କୋଇଲା ଖଣି ଗ୍ରାଉଣ୍ଡରେ ପହଞ୍ଚି ଏସ୍‌ଆଇଟି…

ଚୀନର ଅର୍ଥନୀତିକୁ ଚକମା ଦବ ଭାରତ: ନୀତି ଆୟୋଗ ସଦସ୍ୟ କହିଲେ ଷ୍ଟ୍ରାଟେଜୀ 

ନୂଆଦିଲ୍ଲୀ: ଖୁବଶୀଘ୍ର ଚୀନ ଅର୍ଥନୀତିକୁ ଚକମା ଦେବାକୁ ଯାଉଛି ଭାରତ। ସିଧା ଚୀନର ସମକ୍ଷକରେ ପହଞ୍ଚିବ ଭାରତର ଅର୍ଥନୀତି। ଭାରତର ଅର୍ଥନୀତି କେତେ ଗତିରେ ବୃଦ୍ଧି ପାଉଛି, ଦେଶର ଅର୍ଥନୀତି ଆଗାମୀ ବର୍ଷମାନଙ୍କରେ କେଉଁଠାରେ ପହଞ୍ଚିବ ସେନେଇ ଏବେ ବଡ଼ ସୂଚନା ଦେଇଛନ୍ତି ନୀତି ଆୟୋଗର ସଦସ୍ୟ…