Latest Odisha News

BREAKING NEWS

Yearly Archives

2025

ଓଲଟିଲା ସ୍ପିଡ୍‌ବୋଟ୍; ଅଳ୍ପକେ ବର୍ତ୍ତିଲେ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ଓ ଭାଉଜ

ପୁରୀ: ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି ଏବଂ ଭାଉଜ ଅର୍ପିତା ଗାଙ୍ଗୁଲି ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପୁରୀରେ ଗଭୀର ସମୁଦ୍ର ଜଳରେ ସ୍ପିଡ୍‌ବୋଟର ମଜା ନେଉଥିବା ବେଳେ ଏହା ହଟାତ୍ ଓଲଟି ପଡ଼ିଥିଲା।…

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିଲେ ସିଆରପିଏଫ ଯବାନ, ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ: ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ସମ୍ବେଦନଶୀଳ ସୂଚନା ବାଣ୍ଟିବା ଅଭିଯୋଗରେ ଜାତୀୟ ତଦନ୍ତ ସଂସ୍ଥା (NIA) ଦିଲ୍ଲୀରୁ ଜଣେ ସିଆରପିଏଫ ଯବାନ ମୋତି ରାମ ଜାଟଙ୍କୁ ଗିରଫ କରିଛି। ତଦନ୍ତରୁ ଜଣାପଡିଛି ଯେ ସେ ୨୦୨୩ ମସିହାରୁ ଏହି କାମ କରୁଥିଲେ ଏବଂ ପାକିସ୍ତାନୀ ଗୁଇନ୍ଦା…

ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚଳିତ ରଥଯାତ୍ରାରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି । ଏନେଇ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ଖାଲି ମୋଦି ନୁହଁ ତାଙ୍କ ସହିତ ସମସ୍ତ କେନ୍ଦ୍ରମନ୍ତ୍ରୀଏବଂ…

ସାମ୍ନାକୁ ଆସିଲେ ଆଉ ଜଣେ ଭାରତୀୟ ମହିଳା, ସୋସିଆଲ ମିଡିଆରେ ଚାଲିଥିଲା ପାକିସ୍ତାନୀଙ୍କ ସହ ଚାଟ୍….

ନୂଆଦିଲ୍ଲୀ: ଭାରତକୁ ଲଢେଇରେ ପାରୁନଥିବା ପାକିସ୍ତାନ, ଏବେ ସୋସିଆଲ ମିଡିଆକୁ ଭାରତ ବିରୋଧୀ ଅସ୍ତ୍ର କରିଛି । ସୋସିଆଲ ମିଡିଆରେ ଭାରତୀୟଙ୍କ ସହ ସଂପର୍କ ବଢାଇ, ତାଙ୍କ ଠାରୁ ଭାରତ ବିଷୟରେ ଖବର ସଂଗ୍ରହ କରୁଛି । ଯାହାର ସମ୍ପ୍ରତି ଘଟଣା, ପାକିସ୍ତାନ ସ୍ପାଏ ୟୁଟ୍ୟୁବର ଜ୍ୟୋତି…

ଓଡ଼ିଶାର ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସତର୍କତା ଜାରି କଲା ଆଇଏମଡି 

ଭୁବନେଶ୍ୱର: ସୋମବାର ଅପରାହ୍ନରେ ଓଡ଼ିଶାର ସମସ୍ତ ୩୦ ଜିଲ୍ଲାରେ ଘଡ଼ଘଡ଼ି ସହିତ ଝଡ଼ ବର୍ଷା ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜଧାନୀ ଭୁବନେଶ୍ୱର ଏବଂ କଟକ ସହର ପାଇଁ ଆଗାମୀ ତିନି ଘଣ୍ଟା ପାଇଁ ସତର୍କତା…

୫ ବର୍ଷ ପରେ ଅମର ହୋଇଯିବ ମଣିଷ!

ନୂଆଦିଲ୍ଲୀ: ପୌରାଣିକ କାହାଣୀ ହେଉ କିମ୍ବା କେତେବେଳେ ବିଜ୍ଞାନ କାଳ୍ପନିକ ଚଳଚ୍ଚିତ୍ରରେ ପ୍ରଯୁକ୍ତିବିଦ୍ୟା ଅମରତାର ସ୍ୱପ୍ନ ଦେଖାଇଥାଏ । କେତେବେଳେ କେଉଁ ବର ସାହାର୍ଯ୍ୟରେ, କିମ୍ବା କେଉଁ ଔଷଧ ସାହାର୍ଯ୍ୟରେ ମଣିଷ ଅମର ହେବାର କାହାଣୀ ଅନେକ ଶୁଣିଛେ । ହେଲେ ଯଦି ଆମେ ଆପଣଙ୍କୁ କହୁ, ଏବେ…

ମୋବାଇଲ ଟାୱାରର ପାର୍ଟସ ଉଡ଼ାଇ ନେଲା ଚୋର, ଫୋନର ନେଟୱାର୍କ ଗାଏବ

ନୂଆଦିଲ୍ଲୀ : ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି ଏବଂ ମୋବାଇଲରେ ନେଟୱାର୍କ ସିଗନାଲ ନ ମିଳିବା କାରଣରୁ ଅସୁବିଧାରେ ପଡ଼ୁଛନ୍ତି, ତେବେ ଏଥିପାଇଁ ଟେଲିକମ କମ୍ପାନୀଙ୍କୁ ଦୋଷ ଦେବା ଭୁଲ ହେବ। ଦିଲ୍ଲୀରେ ନେଟୱାର୍କ ସମସ୍ୟାର ମୂଳ କାରଣ ହେଉଛି ଚୋର, ଯେଉଁମାନେ ମୋବାଇଲ ଟାୱାରର ମୂଲ୍ୟବାନ…

ହଜାରେ ଟପିଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା: ସବୁଠୁ ବେଶୀ କେରଳରେ…

ନୂଆଦିଲ୍ଲୀ: ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ପୁଣି ଦେଶରେ ମୁଣ୍ତ ଟେକିଛି କୋଭିଡ୍ । ଦିନକୁ ଦିନକୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାରି ଭିତରେ ଆଜି ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ହଜାର ଟପିଛି । ସାରା ଦେଶରେ କୋଭିଡ-୧୯ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ…

ଲଜ୍ଜିତ ହେବାକୁ ମୌକା ଛାଡୁନି ପାକିସ୍ତାନ, ଚାଇନିଜ୍ ରକେଟ୍ ଫଟୋ ଦେଖାଇ କହୁଛି ଭାରତ ଉପରେ ଆକ୍ରମଣ

ନୂଆଦିଲ୍ଲୀ: ବେଲଜ୍ୟା ପାକିସ୍ତାନ, କେବେବି ସୁଧୁରିବନି । ଭାରତ ବିରୋଧରେ ଯାହା ମିଛ ଓଗାରୁଛି, ସେଥିପାଇଁ ସବୁବେଳେ ଅପଦସ୍ତ ହେଉଛି । ଭାରତଠାରୁ ପରାସ୍ତ ହେବା ପରେ ପାକିସ୍ତାନର ଅବସ୍ଥା ଏବେ କାଣି ବିରାଡି ଭଳି ହୋଇଥିବା ବେଳେ ପୁଣି ନିଜର ଫୁଟାଣି ପାଇଁ ଲଜ୍ଜିତ ହୋଇଛି । ଭାରତ ତାର…

“ମୁଁ ମରି ନାହିଁ, ଆମ୍ୱୁଲାନ୍ସକୁ କଲ କର!”: ୧୨ ମହଲାରୁ ତଳକୁ ଖସିଲେ ମହିଳା, ସ୍ୱାମୀଙ୍କୁ ଲାଗିଲା ସବୁ ସରିଗଲା

ଭୁବନେଶ୍ୱର : କେହି ବଞ୍ଚିବା କିମ୍ବା ମରିବାର ତାରିଖ କେବଳ ଈଶ୍ୱର ହିଁ ନିର୍ଦ୍ଧାରଣ କରନ୍ତି। ଏହାର ପ୍ରମାଣ ମିଳେ ଯେତେବେଳେ କେହି ଦୁଇ ମହଲାରୁ ଖସି ପ୍ରାଣ ହରାନ୍ତି, ଆଉ କେହି ୧୨ ମହଲାରୁ ଖସି ମଧ୍ୟ ବଞ୍ଚି ଯାଆନ୍ତି। ଚୀନ୍‌ର ଜିଆଙ୍ଗସି ପ୍ରଦେଶରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି।…