Latest Odisha News

BREAKING NEWS

Yearly Archives

2025

ଭାରତର ଏହି ସ୍ପେସିଆଲ ଫୋର୍ସରେ ଜଣେ ବି ନାହାନ୍ତି ମହିଳା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଭାରତୀୟ ସେନାରେ ପୁରୁଷମାନେ ଯେତିକି ଉତ୍ସାହ ଓ ଦେଶଭକ୍ତି ନେଇ ଯୋଗ ଦିଅନ୍ତି, ମହିଳାମାନେ ମଧ୍ୟ ସେତିକି ଉତ୍ସାହ ଓ ଦୃଢ଼ତା ସହିତ ଆଗେଇ ଆସୁଛନ୍ତି। ଗୋଟିଏ ସମୟ ଥିଲା ଯେତେବେଳେ ସେନାରେ କେବଳ ପୁରୁଷମାନେ ଭର୍ତ୍ତି ହେଉଥିଲେ, କିନ୍ତୁ ସମୟ ବଦଳିଛି। ଏବେ ମହିଳାମାନେ…

ଏହି ଦେଶରେ ୭୩ ବର୍ଷ ପରେ ମିଳିବ ମଦ, ଏବେବି ଅନେକ ଦେଶରେ ବ୍ୟାନ

ନୂଆଦିଲ୍ଲୀ : ବିଶ୍ୱବ୍ୟାପୀ ଚା ଓ ମଦ ସର୍ବାଧିକ ପିଆଯାଉଥିବା ପାନୀୟ ମଧ୍ୟରେ ଅନ୍ୟତମ। ମଦ ବ୍ୟବସାୟ ଏତେ ବୃହତ୍ ଯେ ଏହା ଅନେକ ଛୋଟ ଦେଶର ଜିଡିପି (GDP) ସହିତ ତୁଳନୀୟ। ପ୍ରତିବର୍ଷ ଏହି ବ୍ୟବସାୟରୁ ବିଲିୟନ ଡଲାରର ଆୟ ହୋଇଥାଏ। ତେବେ, କେତେକ ଦେଶ ଏପରି ଅଛନ୍ତି, ଯେଉଁଠାରେ ମଦ ଉପରେ…

ଅପରେସନ ସିନ୍ଦୂର ପରେ ମୋଦିଙ୍କ ଗୁଜୁରାଟ ଗସ୍ତ, ଫୁଲ ପକେଇ ସ୍ବାଗତ କଲେ କୁରେଶୀଙ୍କ ପରିବାର

ଭଦୋଦରା: ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ତାଙ୍କ ହୋମ୍ ଷ୍ଟେଟ୍ ଗୁଜରାଟକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି । ଏହି ସମୟରେ ଗୁଜରାଟର ଭଦୋଦରାରେ ଏକ ବଡ ରୋଡ୍ ଶୋ କରିଥିଲେ। ଅପରେସନ୍ ସିନ୍ଦୂର ପରେ ଏହା ମୋଦିଙ୍କ ପ୍ରଥମ…

ବଙ୍ଗୋପସାଗରରେ ଲଘୁଚାପ: ଓଡ଼ିଶା ଉପକୂଳ ଦେଇ ଗତି କରିବା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ, ଆସନ୍ତାକାଲି ୨୭ ମେରେ ପଶ୍ଚିମ-ମଧ୍ୟ ଏବଂ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଅଛି। ଏହା ଓଡ଼ିଶା ଉପକୂଳ ଦେଇ ଉତ୍ତର-ଉତ୍ତର ପଶ୍ଚିମ…

ସଫଳ କ୍ରିକେଟର, ସମ୍ପର୍କୀୟ ଆତଙ୍କୀକୁ ହତ୍ୟା କରିଥିଲେ ଭାରତୀୟ ଯବାନ

ଲାହୋର: ପାକିସ୍ତାନ ସୁପର ଲିଗ (PSL) ୨୦୨୫ର ଦଶମ ସଂସ୍କରଣର ବିଜେତା ଘୋଷଣା ହୋଇଛି। ଶାହୀନ ଶାହ ଆଫ୍ରିଦିଙ୍କ ନେତୃତ୍ୱରେ ଲାହୋର କ୍ୱାଲାଣ୍ଡାର୍ସ ତୃତୀୟ ଥର ପାଇଁ ଏହି ଖେଳର ଚମକଦାର ଟ୍ରଫି ହାସଲ କରିଛି। ଶାହୀନଙ୍କ ଦମଦାର ପ୍ରଦର୍ଶନ ଏବଂ ଅଧିନାୟକତ୍ୱ ତାଙ୍କ ଦଳକୁ ଏହି ସଫଳତା ଆଣିଦେଇଛି।…

ବଣ୍ଡ କେତେ ସୁରକ୍ଷିତ…?

ଭୁବନେଶ୍ବର: ସେୟାର ମାର୍କେଟରେ ଅଧିକ ଉତ୍ଥାନପତନକୁ ଦୃଷ୍ଟିରେ ରଖି ଅନେକ ନିବେଶକ ଏବେ ଅନ୍ୟ ସୁରକ୍ଷିତ ବିକଳ୍ପ ଖୋଜୁଛନ୍ତି । ଏପରି ସମୟରେ ବଣ୍ଡ୍ ଏକ ଭଲ ବିକଳ୍ପ ଭାବରେ ଉଭା ହେଉଛି। ଏହା ସ୍ଥାୟୀ ଜମା (FD) ଏବଂ ଅନ୍ୟାନ୍ୟ ସଞ୍ଚୟ ଯୋଜନା ଅପେକ୍ଷା ଭଲ ରିଟର୍ଣ୍ଣ ଦିଏ। ଏହା ସେୟାର ମାର୍କେଟ…

ଭାରତର ପ୍ରାଚୀନ ଚିକିତ୍ସା ପଦ୍ଧତିକୁ ବିଶ୍ୱସ୍ତରୀୟ ମାନ୍ୟତା: WHO ସହ ଆୟୁଷ ମନ୍ତ୍ରଣାଳୟର ଐତିହାସିକ ଚୁକ୍ତି

ନୂଆଦିଲ୍ଲୀ: ଭାରତର ପାରମ୍ପରିକ ଚିକିତ୍ସା ପଦ୍ଧତିଗୁଡ଼ିକ, ଯେପରି ଆୟୁର୍ବେଦ, ଯୋଗ ଏବେ ବିଶ୍ୱସ୍ତରୀୟ ମାନ୍ୟତା ଆଡ଼କୁ ଅଗ୍ରସର ହେଉଛି। ମେ ୨୪ ତାରିଖରେ ଆୟୁଷ ମନ୍ତ୍ରଣାଳୟ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି, ଯାହା ଏହି…

ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ଏହି ଅଭିନେତ୍ରୀ, ବର୍ଷକ ପରେ କିନ୍ତୁ ପ୍ରାଣ ହରାଇଥିଲେ…

ମୁମ୍ବାଇ: ବଲିଉଡ୍‌ ଇତିହାସରେ ଅନେକ ପ୍ରେମ କାହାଣୀ ରହିଛି, ଯେଉଁମାନେ ଧର୍ମର ବାଧା ଅତିକ୍ରମ କରି ଏକାଠି ହୋଇଛନ୍ତି। ଏଭଳି ଏକ କାହାଣୀ ଥିଲା ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଦିବ୍ୟା ଭାରତୀଙ୍କର, ଯିଏ ପ୍ରେମ ପାଇଁ ନିଜର ଧର୍ମ ବଦଳାଇ ବିବାହ କରିଥିଲେ, କିନ୍ତୁ ବର୍ଷେ ନ ପୁରୁଣୁ ତାଙ୍କର…

ପ୍ରେମିକ ମଗାଇଲା ବିରିୟାନୀ: ଖାଇବା ବେଳେ ଲାଗିଲା କଣ୍ଟା, ପ୍ରେମିକାର ମୃତ୍ୟୁ

ପାଲଘର: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ରେଷ୍ଟୁରାଣ୍ଟରେ ପ୍ରେମିକଙ୍କ ସହ ବିରିୟାନୀ ଖାଉଥିବା ବେଳେ ଜଣେ ୨୭ ବର୍ଷୀୟ ଯୁବତୀଙ୍କ ଗଳାରେ ଚିକେନର ଏକ ହାଡ଼ ଅଟକି ଯାଇଥିଲା। ଏହାପରେ ସେ ଘଟଣାସ୍ଥଳରେ ହିଁ ମୂର୍ଚ୍ଛା ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ…

ୟୁକ୍ରେନ ଉପରେ ଋଷର ଭୟଙ୍କର ଏୟାରଷ୍ଟ୍ରାଇକ, ରାଗିଲେ ଟ୍ରମ୍ପ

କିଭ୍‌: ଋଷ ୟୁକ୍ରେନ ଉପରେ ଏକ ଭୟଙ୍କର ଏୟାରଷ୍ଚ୍ରାଇକ କରିଛି । ଯାହାକି ଏଯାବତ ବିଶ୍ୱରେ ସବୁଠୁ ବଡ଼ ବୋଲି କୁହାଯାଉଛି। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡ୍ରୋନ୍ ଆକ୍ରମଣରୁ ଅଳ୍ପକେ ବର୍ତ୍ତିବା ପରେ ୟୁକ୍ରେନ ଉପରେ ଏହି ଭୟଙ୍କର ଆକ୍ରମଣ ହୋଇଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହେବ…