ପୁଟିନଙ୍କ ହେଲିକପ୍ଟରକୁ ଡ୍ରୋନ ଟାର୍ଗେଟ, ଅଳ୍ପକେ ବର୍ତ୍ତିଲେ
ମସ୍କୋ: ଋଷିଆର କୁର୍ସ୍କର ସମ୍ବେଦନଶୀଳ ସୀମାବର୍ତ୍ତୀ ଅଞ୍ଚଳରେ ହେଲିକପ୍ଟରରେ ତଦାରଖ କରିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିମାନକୁ ଏକ ୟୁକ୍ରେନୀୟ ଡ୍ରୋନ୍ ଟାର୍ଗେଟ କରିଥିଲା।
ଯେଉଁଥିରୁ ସେ ଅଳ୍ପକେ ବର୍ତ୍ତିଯାଇଥିବା ଅଧିକାରୀ ମାନେ ସୂଚନା ଦେଇଛନ୍ତି। ଅଧିକାରୀମାନେ …