Latest Odisha News

BREAKING NEWS

Yearly Archives

2025

ବେଆଇନ୍ ବନ୍ଧୁକ ରାକେଟ ମାମଲାର ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର: ବେଆଇନ୍ ବନ୍ଧୁକ ରାକେଟ ମାମଲାର ମାଷ୍ଟରମାଇଣ୍ଡ ଗିରଫ। ବିହାର ମୁଙ୍ଗେରରୁ ଧରାପଡ଼ିଲା ମାଷ୍ଟରମାଇଣ୍ଡ ମହମ୍ମଦ ଅସଲମ୍। ମହମ୍ମଦ ଅସଲମ୍‌କୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍। ମହମ୍ମଦ ଅସଲମ୍ ନାଁରେ ବିହାର ଓ ପଶ୍ଚିମବଙ୍ଗରେ ବି ମାମଲା ରହିଛି। ତେବେ ଅସଲମକୁ କ୍ରାଇମ…

ବିଦେଶରେ ଚାକିରୀ ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଠକେଇ, ଜଣେ ଗିରଫ

ଭୁବନେଶ୍ବର: ବିଦେଶରେ ଉଚ୍ଚ ଦରମାରେ ଚାକିରୀ କରାଇ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କ ନିକଟରୁ କୋଟି କୋଟି ଟଙ୍କା ଠକି ନେଇଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ୨୦୧୮ ମସିହାରୁ ଲୋକଙ୍କ ନିକଟରୁ ଟଙ୍କା ଠକିନେଇ ଫେରାର ଥିବା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର…

ଭୋକରେ ଆଉଟୁପାଉଟୁ ଗାଜା ଷ୍ଟ୍ରିପର ପିଲା

ନୂଆଦିଲ୍ଲୀ: ଗାଜାରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି କୁନି କୁନି ପିଲା । ୨୦୨୩ ଅକ୍ଟୋବରରୁ ଚଳିତ ବର୍ଷ ମେ ୨୦ତାରିଖ ମଧ୍ୟରେ ଇସ୍ରାଏଲ୍ ଆକ୍ରମଣରେ ପ୍ରାୟ ୧୮ହଜାର ପାଲେଷ୍ଟାଇନ ପିଲାଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ରହିଛି ୮ଶହରୁ ଅଧିକ ପିଲା, ଯେଉଁମାନଙ୍କ ବୟସ ବର୍ଷକରୁ କମ୍ । ଗତ…

ଟ୍ରମ୍ପଙ୍କ ନିଷ୍ପତି…ହାଓ୍ବାର୍ଡରେ ପଢି ପାରିବେନି ବିଦେଶୀ ଛାତ୍ର !

ନୂଆଦିଲ୍ଲୀ: ହାଓ୍ବାର୍ଡ ବିଶ୍ବବିଦ୍ୟାଳୟରେ ପଢି ପାରିବେନି ବିଦେଶୀ ଛାତ୍ରଛାତ୍ରୀ ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହାଓ୍ବାର୍ଡର ବିଦେଶୀ ଛାତ୍ରଙ୍କୁ ନାମଲେଖା କ୍ଷମତାକୁ ରଦ୍ଦ କରିଛନ୍ତି । ବିଶ୍ବବିଦ୍ୟାଳୟର ଷ୍ଟୁଡେଣ୍ଟ ଆଣ୍ଡ ଏକ୍ସଚେଞ୍ଜ ଭିଜିଟର ପ୍ରୋଗ୍ରାମ ସାର୍ଟିଫିକେସନ୍…

ୟୁକ୍ରେନ୍ ଡ୍ରୋନ୍ ମାଡ!, ଆକାଶରେ ହିଁ ବୁଲିଲା ଭାରତୀୟ ସାଂସଦଙ୍କ ବିମାନ…

ନୂଆଦିଲ୍ଲୀ: ମସ୍କୋ ଆକାଶରେ ଘୁରି ବୁଲିଲା ଭାରତୀୟ ସାଂସଦଙ୍କ ବିମାନ । ପାକିସ୍ତାନ ପୋଲ୍ ଖୋଲିବାକୁ ରୁଷରେ ପହଞ୍ଚିଥିବା ଭାରତୀୟ ସାଂସଦଙ୍କ ପ୍ରତିନିଧିମଣ୍ଡଳୀଙ୍କ ବିମାନକୁ କିଛି ସମୟ ମସ୍କୋ  ଆକାଶରେ ଘୁରିବାକୁ ପଡିଥିଲା । ପରେ ସବୁଜ ସିଗନାଲ ପାଇ ମସ୍କୋ ବିମାନବନ୍ଦରରେ କଲା…

ଶିଶୁ ସୁରକ୍ଷା ଏବଂ ଆଇନଗତ ବ୍ୟବସ୍ଥା ଉପରେ ପରାମର୍ଶ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ଆଜି ପୋଲିସ୍ ସେବା ସଦନ ସମ୍ମିଳନୀ କକ୍ଷରେ ଶିଶୁ ସୁରକ୍ଷା ଏବଂ ଆଇନଗତ ବ୍ୟବସ୍ଥା ଉପରେ ପରାମର୍ଶ ତଥା ମତ ବିନିମୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ଵର-କଟକ ପୋଲିସ କମିଶନରେଟ ଏବଂ ଚାଇଲ୍ଡ ଇନ ନୀଡ ଇନଷ୍ଟିଚ୍ୟୁଟ୍ (ସିନି)ର ମିଳିତ ସହଯୋଗରେ ଏବଂ ଟେରେଡ଼େସ ହୋମସ,…

ଭାରତ- ପାକିସ୍ତାନ ବିବାଦ ଭିତରେ ହଟିଲା ମିଠାରୁ ‘ପାକ୍’ ନାଁ

ଜୟପୁର: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ପାକିସ୍ତାନ ବିରୋଧୀ କ୍ରୋଧ ଏବେ ବେଶୀ ବଢିଛି । ଆଉ ଅପରେସନ ସିନ୍ଦୁର ପରେ ଦେଶପ୍ରେମର ଭାବନା ଆହୁରି ଦୃଢ଼ ହୋଇଯାଇଛି । ଲୋକେ ଏବେ ପ୍ରତିଟଇ ଭାରତୀୟ ମନରେ ପାକିସ୍ତାନ ପାଇଁ କେବଳ ଘୃଣା ହିଁ ଘୃଣା କରିରହିଛି । ଗୋଟେ ପଟେ କେନ୍ଦ୍ର…

ପଦ ଛାଡିବେ ୟୁନୁସ୍, ଚେତାବନୀ ଦେଲେ…

ନୂଆଦିଲ୍ଲୀ: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସ ତାଙ୍କ ପଦରୁ ଇସ୍ତଫା ଦେବେ । ବାଂଲାଦେଶ ନିର୍ବାଚନ ନେଇ ସେନା ମୁଖ୍ୟଙ୍କ ଦାବି ପରେ, ଏବେ କାଳେ ୟୁନୁସ ପଦ ଛାଡିବେ ବୋଲି ଧମକ ଦେଇଛନ୍ତି । ଜାତୀୟ ଗଣମାଧ୍ୟମରେ ତାଙ୍କ ଇସ୍ତଫା ନେଇ ଖବର ସାମ୍ନାକୁ ଆସୁଛି । ଘରୋଇ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲଟି କିରାଣି

ବାରିପଦା: ଲାଞ୍ଚ ମାଗିବା ପଡିଲା ମହଙ୍ଗା। ଲାଞ୍ଚ ନେବା ବେଳେ ଧରାପଡ଼ିଲେ ମ୍ୟୁନିସିପାଲଟି କିରାଣି। ବାରିପଦା ମ୍ୟୁନିସିପାଲଟିର କିରାଣି ଗୋପାଳ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ। ଏମ ଡି ଜାଭେଦଙ୍କ ବାପାଙ୍କ ନାଁରେ ବାରିପଦା ସହର ଟ୍ରାଫିକ ଛକ ନିକଟରେ…

‘ମାତୃତ୍ବ ଛୁଟି, ମହିଳାଙ୍କ ପ୍ରଜନନ ଅଧିକାରର ଅବିଚ୍ଛେଦ୍ୟ ଅଂଶ’

ନୂଆଦିଲ୍ଲୀ: ମାତୃତ୍ବ ଛୁଟି, ମହିଳାଙ୍କ ପ୍ରଜନନ ଅଧିକାର ଏବଂ ତାଙ୍କ ମାତୃତ୍ବ ସୁବିଧାର ଏକ ଅବିଚ୍ଛେଦ ଅଂଶ । ଏଥିପାଇଁ କୌଣସି ଅନୁଷ୍ଠାନ, କୌଣସି ବି ମହିଳାଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରିପାରିବ ନାହିଁ । ଆଜି ମାତୃତ୍ବ ଛୁଟି ନେଇ ଶୁଣାଣି କରି କିଛି ଗୁରୁତ୍ବପୂର୍ଣ୍ଣ ରାୟ ଦେଇ,…