ଅପରେସନ୍ ସିନ୍ଦୂର ପାକିସ୍ତାନର ମୁଖା ଖୋଲିଦେଇଛି: ପାକିସ୍ତାନ ଉପରେ ବର୍ଷିଲେ ଅମିତ ଶାହ
ନୂଆଦିଲ୍ଲୀ: ପୁଣି ପାକିସ୍ତାନ ଉପରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ। ଦିଲ୍ଲୀ ବିଜ୍ଞାନ ଭବନରେ ବିଏସ୍ଏଫ୍ର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବର୍ଷିଲେ ଗୃହମନ୍ତ୍ରୀ। କହିଲେ, ଅପରେସନ୍ ସିନ୍ଦୂର ପାକିସ୍ତାନର ମୁଖା ଖୋଲିଦେଇଛି। ବିଏସ୍ଏଫ୍ ଥିବା ଯାଏଁ ପାକିସ୍ତାନ ସେନା ଇଞ୍ଚେ ବି ଆଗକୁ ବଢ଼ି…