Latest Odisha News

BREAKING NEWS

Yearly Archives

2025

ଏସଟିଏଫ୍ ପଞ୍ଝାରେ ବ୍ରାଉନ ସୁଗର ବେପାରୀ, ୩୩୦ ଗ୍ରାମ ଧଳା ଜହର ଜବତ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଧଳା ଜହର ଜବତ ହୋଇଛି । ବିଶେଷ ସୂତ୍ରରୁ ଖବରପାଇ ଏସଟିଏଫ୍ ର ଏକ ଟିମ୍ ରସୁଲଗଡର ପାଣ୍ଡରା ରାସ୍ତାରୁ ବ୍ରାଉନ ସୁଗର ବେପାରୀ ପ୍ରକାଶ ସେଠୀକୁ ଗିରଫ କରିଛନ୍ତି । ପ୍ରକାଶ ନିକଟରୁ ୩୩୦ ଗ୍ରାମର ବ୍ରାଉନ ସୁଗର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ…

ବଲିଉଡକୁ ଅଲବିଦା କହି ସାରିଛନ୍ତି ଆଥିୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଥିୟା ଶେଟ୍ଟୀ ବଲିଉଡକୁ ଅଲବିଦା କହିସାରିଛନ୍ତି । ତାଙ୍କ ବାପା ତଥା ଲୋକପ୍ରିୟ ଅଭିନେତା ସୁନୀଲ ଶେଟ୍ଟୀ ଏକ ସାକ୍ଷାତକାରରେ ଏହି ଖୁଲାସା କରିଛନ୍ତି । ସେ ଆଉ ଫିଲ୍ମରେ ଅଭିନୟ କରିବାକୁ ଚାହୁଁ ନାହାନ୍ତି । ଇତି ମଧରେ ଆଥିୟା ନୂତନ କ୍ୟାରିୟର ବାଛି ସାରିଛନ୍ତି…

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ୪ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ

ରାୟଗଡ଼ା: ରାୟଗଡ଼ ଜିଲ୍ଲା କାଶିପୁର ବ୍ଲକର ୪ ଜଣ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ। ୨୦ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ଗିରଫ ହେଲେ ଏହି ୪ କର୍ମଚାରୀ। ଜଳ ବିଭାଜିକା ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ନାଏକ ବନ୍ଧା ହେଲେ। ସେହିପରି ମୂର୍ତ୍ତିକା ସଂରକ୍ଷଣ…

ମଦ ଭାଟିରେ ଅବକାରୀ ବିଭାଗର ଚଢାଉ ବେଳେ ୫ ଆହତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ମାଲିଡିହି କରଲାକାନୀ ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦେଶୀ ମଦ କାରବାର ଚାଲିଥିବାବେଳେ ବିଶେଷ ସୂତ୍ରରୁ ଖବରପାଇ ଆଜି ମଦ ଭାଟି କର୍ମଚାରୀଙ୍କ ଉପରେ ଚଢଉ କରିଥିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ଟିମ୍ । ଅବକାରୀ ବିଭାଗର ଚଢଉ ବେଳେ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ତିଗିରିଆ ଥାନାର ଏଏସଆଇ

କଟକ: ଭିଜିଲାନ୍ସ ଜାଲରେ ତିଗିରିଆ ଥାନା ଏଏସଆଇ ପ୍ରଦୀପ ବେହେରା। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରଦୀପଙ୍କୁ ଧରିଛି ଭିଜିଲାନ୍ସ ଟିମ୍‍। ସୂଚନା ଅନୁସାରେ ଏକ ମାମଲାର ରଫାଦଫା କରିବା ପାଇଁ ପ୍ରଦୀପ ଲାଞ୍ଚ ନେଉଥିଲେ। ଖବର ପାଇ ଭିଜିଲାନ୍ସ ଏହି ସମୟରେ ତାଙ୍କୁ ମାଡିବସିଥିଲା।…

ଯବାନ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ, ଡିଆରଜି ଯବାନ ସହିଦ

ରାୟପୁର: ଛତିଶଗଡ଼ ନାରାୟଣପୁର ବିଜାପୁର ଜଙ୍ଗଲରେ ଜାରି ରହିଛି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍। ଗତକାଲିଠାରୁ ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଏହି ସମୟରେ ମାଓବାଦୀଙ୍କ ପାଲଟା ଗୁଳିରେ ଗୁରୁତର ହୋଇଥିବା ଜଣେ ଯବାନ ସହିଦ ହୋଇଛନ୍ତି।…

ଅନୁପମା ସିଂହ କିଏ? ବିଶ୍ୱ ମଞ୍ଚରେ ମାତ୍ର ୧୦୦ ସେକେଣ୍ଡରେ ଖୋଲିଦେଲେ ପାକିସ୍ତାନର ଅସଲ ମୁଖା

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଞ୍ଚରୁ ପାକିସ୍ତାନକୁ ଉଚିତ ଜବାବ ଦେଇଛି ଭାରତ। ଆତଙ୍କବାଦ ପ୍ରସଙ୍ଗରେ ଭାରତ ଡବ୍ଲ୍ୟୁଏଚଓର ମଞ୍ଚରେ ପାକିସ୍ତାନର ପର୍ଦ୍ଦାଫାସ କରିଛି। ଭାରତ କହିଛି ଯେ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରେ। କିନ୍ତୁ ସେ ଆତଙ୍କବାଦର ଶିକାର ହେବାର…

କେମିତି ତିଆରି ହୁଏ ବିମାନର ନୋଜ୍ କୋନ୍? ଭାଙ୍ଗିଗଲେ କେତେ ବିପଦ….

ନୂଆଦିଲ୍ଲୀ: ୨୧ ମେ ଅର୍ଥାତ୍ ବୁଧବାର ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ବିମାନ 6E2142 ଖରାପ ପାଗ ଏବଂ କୁଆପଥର ବର୍ଷାର ସମ୍ମୁଖୀନ ହୋଇଥିଲା । ଏହି କାରଣରୁ ବିମାନର ନୋଜ କୋନ୍ କ୍ଷତିଗ୍ରସ୍ତ ହୋଇଥିଲା । ଉପସ୍ଥିତ ବୁଦ୍ଧି ଖଟାଇ ପାଇଲଟ୍ ଶ୍ରୀନଗର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ…

ଜମ୍ମୁ-କାଶ୍ମୀରର କିସ୍ତୱାଡ଼ରେ ଏନକାଉଣ୍ଟର, ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ

ଶ୍ରୀନଗର: ଗୁରୁବାର ସକାଳେ ଜମ୍ମୁ-କାଶ୍ମୀରର କିସ୍ତୱାଡ଼ ଜିଲ୍ଲାର ଚଟରୁ ଅଞ୍ଚଳରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀକୁ ଘେରି ଯାଇଥିଲେ। ଜମ୍ମୁ ଏବଂ କାଶ୍ମୀର ପୋଲିସ କହିଛି ଯେ ଏହି ଅପରେସନ ସମୟରେ ଚଟରୁର ସିଂହପୋରା ଅଞ୍ଚଳରେ ଅନୁପ୍ରବେଶକାରୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ…

ବଦଳିଗଲା କି ଜ୍ୟୋତି ମାଲହୋତ୍ରା ଥିଓରୀ? ଆସିଲା ହିସାର ପୋଲିସର ୨ଟି ବଡ଼ ବୟାନ

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଶନିବାର ହିସାର ପୋଲିସ ଗିରଫ କରିଛି। ପୋଲିସ ଜ୍ୟୋତିଙ୍କୁ ପଚରାଉଚରା ପାଇଁ ୫ଦିନ ପାଇଁ ହେପାଜତରେ ରଖିଛି। ଗତ ୪ ଦିନ ଧରି ତାଙ୍କ ବିଷୟରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଗଣମାଧ୍ୟମଠାରୁ…