Latest Odisha News

BREAKING NEWS

Yearly Archives

2025

ମାଇଁକୁ ଗୁଳିକଲା ଭଣଜା, କାରଣ ଅସ୍ପଷ୍ଟ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର କୋଦଳା ଥାନା ରାମପଲ୍ଲି ଗାଁରେ ଚାଞ୍ଚଲ୍ୟ । ମାଇଁକୁ ଗୁଳିମାଡ଼ କରି ଭଣଜା ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ତେବେ ଗୁଳି ମାରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଭଣଜା ।…

ଗୁଳୁଗୁଳି ଭିତରେ ଏସି କିଣିବାକୁ ଯୋଜନା କରୁଛନ୍ତି..ଧ୍ୟାନରେ ରଖନ୍ତୁ ଏହି କଥା

ଭୁବନେଶ୍ବର:ରାଜ୍ୟରେ ଗୁଳୁଗୁଳିଆ ଜାରି ରହିଛି । ଏହି ପ୍ରବଳ ଗରମ ଓ ଗୁଳୁଗୁଳିକୁ ମାତ୍ ଦେବା ପାଇଁ ଏୟାର କଣ୍ଡିସନର (AC) କିଣିବାକୁ ଯୋଜନା କରୁଛନ୍ତି କି? ତେବେ ଏସି କିଣିବା ପୂର୍ବରୁ କିଛି ଜରୁରୀ ଜିନିଷ ବିଷୟରେ ଜାଣି ରଖିବା ଉଚିତ, ଯେପରିକି ଶକ୍ତି ସଂରକ୍ଷଣ, ଦୀର୍ଘକାଳୀନ ସଞ୍ଚୟ ଏବଂ…

ଆଜି ଅବପାତ ରୂପ ନେବ ଲଘୁଚାପ, ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଏହି ସବୁ ଜିଲ୍ଲାକୁ ତାତି ପାଇଁ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଆଜି ମୌସୁମୀ ବାୟୁ ଦକ୍ଷିଣ ଆରବ ସାଗର, ମାଳଦ୍ବୀପ ଏବଂ ଦକ୍ଷିଣ ବଙ୍ଗୋପସାଗରର କେତେକ ଅଞ୍ଚଳ ସହ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗର ଅନେକ ଅଞ୍ଚଳକୁ ସ୍ପର୍ଶ କରିଛି । ଆଗକୁ ଦକ୍ଷିଣ ଆରବ ସାଗର କିଛି ଅଞ୍ଚଳ, ମାଳଦ୍ବୀପର କିଛି ଅଂଶ, ଲାକ୍ଷାଦ୍ବୀପର ଅନେକ…

ଘିମିରି ସମସ୍ୟାରୁ ମୁକ୍ତି ଦେବ ଏହି ପତ୍ର…

ଭୁବନେଶ୍ବର: ଗରମ ଦିନେ କିଛି ବ୍ୟକ୍ତିଙ୍କ ଠାରେ ଘିମିରି ଏକ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ଖରାଦିନେ ଆମ ଦେହରୁ ପ୍ରବଳ ମାତ୍ରାରେ ଝାଳ ବୋହିଥାଏ । ତେଣୁ ଝାଳ ଚର୍ମରେ ଲାଗିବା କାରଣରୁ ଆମ ଦେହରେ ଘିମିରି ହୋଇଥାଏ । ଅଧିକାଂଶ ଛୋଟ ପିଲାଙ୍କ ଠାରେ ଘିମିରି ସମସ୍ୟା ଦେଖାଦେଇଥାଏ ।…

ଓଡିଶାକୁ ଫେରିଲା କୋରୋନା; ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ପୁଣି ଭାରତରେ ନିଜର କାୟା ବିସ୍ତାର କରିଛି କୋରୋନା । ଯାହାକୁ ନେଇ ଲୋକଙ୍କ ମନରେ ଏକ ପ୍ରକାର ଭୟର ବାତ୍ତାବରଣ ଦେଖିବାକୁ ମିଳିଥିବାବେଳେ, ଓଡିଶାରେ ଚିହ୍ନଟ ହୋଇଛନ୍ତି ପ୍ରଥମ କୋରୋନା ଆକ୍ରାନ୍ତ । ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାଯାଇଛି । ନିକଟରେ ସେ…

ଦିଲ୍ଲୀରେ ନକଲି ବର୍ଷା ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ? ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାରର ପରିବେଶ ବିଭାଗ ଆଗାମୀ ମନ୍ତ୍ରୀମଣ୍ଡଳ ବୈଠକରେ କୃତ୍ରିମ ବର୍ଷା (Cloud Seeding) ପରୀକ୍ଷଣ ପାଇଁ ଏକ ପ୍ରସ୍ତାବ ଉପସ୍ଥାପନ କରିବାକୁ ଯାଉଛି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଯଦି ଏହି…

ଶ୍ରୀ ଭାଗବତ ସାର ୪୪: ଶ୍ରୀକୃଷ୍ଣ ଓ ନିତ୍ୟସିଦ୍ଧା ବ୍ରଜାଙ୍ଗନାଙ୍କ ମଧ୍ୟରେ ସଂଗଠିତ ସମବ୍ୟବହାର ଲୀଳା ହିଁ ନିତ୍ୟରାସର…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣ୍ଣିତ ନିତ୍ୟରାସ ପ୍ରସଙ୍ଗ ଆଲୋଚନା ଅବସରରେ ଆମେ ଶ୍ରୀରାଧା ତତ୍ୱ ଓ ନିତ୍ୟରାସର ସ୍ୱରୂପ ବିଷୟରେ ସମ୍ୟକ ଆଲୋଚନା ଜାରି ରଖିଛେ। ଏଵେ ଜାଣିବା ପ୍ରଥମ ସ୍ୱରୂପ ଅବା ଆଙ୍ଗିକ ସ୍ୱସ୍ତୁପ:- ସାଧାରଣତଃ ରାସର ଏହା…

ଉଚ୍ଚ ଶିକ୍ଷା ପାଇଁ ଓଡ଼ିଶାରେ ବ୍ୟାଙ୍କ ଋଣ କିପରି ପାଇବେ? ଜାଣନ୍ତୁ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆଉଁ ଏମିତି ସମୟରେ ଅନେକ ପିଲା ଉଚ୍ଚ ଶିକ୍ଷା ପାଇଁ ସ୍ୱପ୍ନ ଦେଖୁଥିବେ ନିଶ୍ଚିତ। ହେଲେ ଅନେକ ପିଲାଙ୍କ ପାଇଁ ଟଙ୍କା ବାଧକ ସାଜିଥିବ। ଉଚ୍ଚ ଶିକ୍ଷା ଆଜିର ଯୁବପିଢ଼ିର ସ୍ୱପ୍ନ ଓ କ୍ୟାରିଅର ଗଠନର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ହେଲେ…

ଆର୍ଟସ୍ ପଢ଼ିଲେ ମିଳିବ ବଡ଼ ଚାକିରି ! ଜାଣନ୍ତୁ କେମିତି

ଭୁବନେଶ୍ୱର: ‘ମୋ ପିଲା ଆର୍ଟସ ପାଠ ପଢ଼ୁଛି। ବଡ଼ ଚାକିରି କରିପାରିବନି’। ଓଡ଼ିଶାରେ ଅବିଭାବକଙ୍କ ମନରେ ଏପରି ଧାରଣା ରହିଆସିଛି। ଅନେକ ଲୋକ କୁହନ୍ତି ଯେଉଁମାନଙ୍କର ପାଠ ଭଲ ହୁଏ ନାହିଁ ସେମାନେ କଳା ବା ଆର୍ଟସ ପାଠ ପଢ଼ନ୍ତି।  ସେମିତି ପିଲାଙ୍କ ମନରେ ମଧ୍ୟ ଧାରଣା ଥାଏ ଯେ ଆର୍ଟସ ବା କଳା…

ସତରେ କ’ଣ ଦାନ୍ତରେ ପୋକ ଲାଗେ ? ଆସନ୍ତୁ ଜାଣିବା ଏହାର ରହସ୍ୟ

ଭୁବନେଶ୍ୱର: “ଦାନ୍ତରେ ପୋକ ଲାଗିଛି” – ଏହି କଥା ଆମେ ଅନେକ ସମୟରେ ଶୁଣିଥାଉ। ଦାନ୍ତରେ ଯନ୍ତ୍ରଣା ହେଲେ କିମ୍ବା ଦାନ୍ତ କ୍ଷୟ ହେଲେ ଲୋକେ ପ୍ରାୟତଃ ଏହାକୁ “ପୋକ ଲାଗିବା” ସହ ତୁଳନା କରନ୍ତି। କିନ୍ତୁ କ’ଣ ସତରେ ଦାନ୍ତରେ ପୋକ ଲାଗିଥାଏ? ବିଜ୍ଞାନ ଏହା ବିଷୟରେ କ’ଣ କହୁଛି? ଆସନ୍ତୁ…