Latest Odisha News

BREAKING NEWS

Yearly Archives

2025

ଆଇପିଏଲରେ ସର୍ବାଧିକ ମ୍ୟାଚ ହାରିଲେ ଧୋନୀ

ଚେନ୍ନାଇ: ଆଇପିଏଲ ଇତିହାସରେ ଶ୍ରେଷ୍ଠ ଅଧିନାୟକ ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ୫ ଥର ଟାଇଟଲ ହାସଲ କରିଛି । ତେବେ ଏହା ସତ୍ୱେ ଧୋନୀଙ୍କ ନାମରେ ଏକ ଅଲୋଡା ରେକର୍ଡ ମଧ୍ୟ ରହିଛି । ସେ ଆଇପିଏଲ ଇତିହାସରେ ସର୍ବାଧିକ…

କେନ୍ଦ୍ରାପଡାରେ ସ୍ଥାପନ ହେବ ସୁପର ସ୍ପେଶାଲିଷ୍ଟ ଦାତବ୍ୟ ଚିକତ୍ସାଳୟ 

ଭୁବନେଶ୍ୱର: ଖୁବ୍ ଶୀଘ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ୍ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ହେବ। ଫଳରେ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ବହୁ ଦିନର ଦାବି ପୂରଣ ହେବାକୁ ଯାଉଛି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅନୁରୋଧକ୍ରମେ…

ମୁଖ୍ୟମନ୍ତ୍ରୀଙ୍କ ‘ଆମେ ପଢିବା ଆମ ଭାଷାରେ’ ଏବଂ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ନେଇ ସମୀକ୍ଷା

ଭୁବନେଶ୍ବର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ  କାର୍ଯ୍ୟକାରୀ ହେଉଥିବା  ‘ଆମେ ପଢିବା ଆମ ଭାଷାରେ’ ଏବଂ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ…

‘ଅପରେସନ୍ ସିନ୍ଦୂର’କୁ ନେଇ ପୋଷ୍ଟ କରିଥିବା ପ୍ରଫେସରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ, ତଦନ୍ତ…

ନୂଆଦିଲ୍ଲୀ:ଆଜି ବୁଧବାର ସୁପ୍ରିମକୋର୍ଟ ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଲି ଖାନ ମହମୁଦାବାଦଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରି ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ତଦନ୍ତ ପାଇଁ ୨୪ଘଣ୍ଟା ମଧ୍ୟରେ ଏକ SIT ଦଳ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ…

ପିଏମ୍ ଜନମନ୍ ଯୋଜନା ସମୀକ୍ଷା: ଦୁର୍ଗମ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ସମସ୍ତ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହେଉଥିବା ପି. ଏମ୍. ଜନମନ୍ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଉପସ୍ଥିତ ସମସ୍ତ ସଚିବ ମାନଙ୍କୁ, ରାଜ୍ୟର ୧୪ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାର…

ଜୁନ୍ ୨୩ ତାରିଖରେ ହେବନି ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ବର: ଚଳିତ ବର୍ଷ ଜୁନ୍ ୨୩ ତାରିଖରେ ହେବାକୁ ଥିବା ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ। ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ। ସଅଳ ମୌସୁମୀ ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିବା ନେି ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନ। ଜୁନ୍‌ ୨୩ ତାରିଖରେ…

ଲାଞ୍ଚ ନେବା ପଡିଲା ମହଙ୍ଗା: ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ କାରାଦଣ୍ଡାଦେଶ

ବରଗଡ଼: ଲାଞ୍ଚ ନେବା ପଡିଲା ମହଙ୍ଗା। ବରଗଡ଼ ଜିଲା ଅମ୍ବାଭୋନା ତହସିଲ ଅନ୍ତର୍ଗତ ଲଖନପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ହେମସାଗର ମହାପାତ୍ରଙ୍କୁ ଲାଞ୍ଚ ନେବା ଅଭିଯୋଗରେ ୨ବର୍ଷ କାରାଦଣ୍ଡାଦେଶ ହୋଇଛି। ସେ ଏହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା…

ଓଡ଼ିଶାରେ ଇସ୍ରୋ ଅଧ୍ୟକ୍ଷ, ସାମ୍ପଲ କଲେକ୍ସନ ମିଶନ ହେବ ଚନ୍ଦ୍ରୟାନ-୪

ଭୁବନେଶ୍ୱର: ଓଡ଼ିଶାରେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି.ନାରାୟଣନ୍‍ । ଆଜି ସେ ସେଣ୍ଟ୍ରାଲ ଟୁଲ ରୁମ୍‍ ଆଣ୍ଡ ଟ୍ରେନିଂ ସେଣ୍ଟର-ସିଟିଟିସି ଗସ୍ତ କରିଛନ୍ତି । ସିଟିଟିସି ପରିଦର୍ଶନ ସମୟରେ ସେ ଚନ୍ଦ୍ରାୟାନ ଓ ଗଗନାୟନ ଭଳି ଇସ୍ରୋର ଆଗାମୀ ମିଶନ ସମ୍ପର୍କରେ ସୂଚନା ଦେଇଛନ୍ତି। ଏ ଅବସରରେ ସେ ଅପରେସନ…

କୋଲକାତା ଆକାଶରେ ରହସ୍ୟମୟୀ ଡ୍ରୋନ

କୋଲକାତା: କୋଲକାତାର ଆକାଶରେ ଏକ ରହସ୍ୟମୟ ଡ୍ରୋନ୍ ଦେଖାଯାଇଛି। ଗତ ସୋମବାର ରାତିରେ ଏହି ଡ୍ରୋନଗୁଡ଼ିକ ଦେଖାଯାଇଥିଲା। ଏହି ଡ୍ରୋନଗୁଡ଼ିକ କେଉଁଠାରୁ ଆସିଲା ଏବଂ କିଏ ସେଗୁଡ଼ିକୁ ଉଡ଼ାଉଥିଲା ତାହାର ତଦନ୍ତ କରୁଛି କୋଲକାତା ପୋଲିସ। ଭାରତ-ପାକିସ୍ତାନ ଯୁଦ୍ଧ ପରେ ଡ୍ରୋନ ଦେଖିବା ଘଟଣା…

ଜ୍ୟୋତି ମାଲହୋତ୍ରାଙ୍କ ସହ ପ୍ରିୟଙ୍କା ସେନାପତିଙ୍କ ଆର୍ଥିକ ନେଣଦେଣ; ଚାଲିଛି ଖୋଳତାଡ଼

ପୁରୀ: ପୁରୀର ଝିଅ ପ୍ରିୟଙ୍କା ସେନାପତିଙ୍କ ସହ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କ ଘଟଣାର ତଦନ୍ତ ଚତୁର୍ଥ ଦିନରେ ପହଁଚିଛି। ଘଟଣାର ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି। ତଦନ୍ତରେ ପ୍ରିୟଙ୍କା ଓ ତାଙ୍କ ପରିବାର ସହଯୋଗ କରୁଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍ଆଇଏ, ରାଜ୍ୟ ଗୁଇନ୍ଦା ବିଭାଗ ଓ…