ନିଜ ଗଳା କାଟି ପୋଲିସ ଏଏସଆଇ ଗୁରୁତର
କୋରାପୁଟ: କୋରାପୁଟ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଏଏସଆଇଙ୍କ ଅଭାବନୀୟ କାଣ୍ଡ। ଏଏସଆଇ ଚମରା ନାୟକ ନିଜ ଗଳା କାଟି ଗୁରୁତର ହୋଇ ପଡ଼ିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ବୁଧବାର କୋଟପାଡ଼ରେ ସ୍ପେସାଲ…