Latest Odisha News

BREAKING NEWS

Yearly Archives

2025

ମଦ, ଔଷଧରେ ବେଶୀ ଖର୍ଚ୍ଚ କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଭାରତୀୟମାନେ ଔଷଧ ଏବଂ ମଦରେ ବେଶୀ ଅର୍ଥ ଖର୍ଚ୍ଚ କରୁଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆର୍ଥୀକ ବର୍ଷ ୨୦୨୪ରେ ଏ ନେଇ ସରକାରଙ୍କ ପକ୍ଷରୁ ଏକ ତାଲିକା ଜାରୀ କରାଯାଇଛି । ୧୨ ବର୍ଷ ମଧ୍ୟରେ ଏଥର ଏହି ବାବଦକୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଛି । ୨୦୨୪ରେ ମଦ ଓ ଔଷଧ ଖର୍ଚ୍ଚ ୧୫.୭…

ଲାଞ୍ଚ ନେଇ ଫସିଲେ ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ବନ ବିଭାଗ ଅଧୀନରେ ଥିବା ବିସ୍ରା ଫରେଷ୍ଟ ଡିଭିଜନର ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକଙ୍କୁ ମଙ୍ଗଳବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ୧୮,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଗିରଫ କରିଛନ୍ତି। ସେ ଏପ୍ରିଲ ମାସର ସରକାରୀ କାର୍ଯ୍ୟ…

୨୭ କୋଟିର ପନ୍ତ ସମ୍ପୂର୍ଣ୍ଣ ଭାବେ ପ୍ରଶଂସକଙ୍କୁ କଲେ ନିରାଶ

ଲକ୍ଷ୍ନୌ: ଆଇପିଏଲ ୨୦୨୫ ମେଗା ନିଲାମରେ ରିଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ । ଲକ୍ଷ୍ନୌ ସୁପର ଜ୍ୟାଂଟସ ତାଙ୍କୁ ୨୭ କୋଟି ଟଙ୍କାରେ ଟିମରେ ନେଇଥିଲା । ତେବେ ପନ୍ତ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ଉଭୟ ପ୍ରଶଂସକ ଓ ଫ୍ରାଂଚାଇଜରଙ୍କୁ ନିରାଶ କରିଛନ୍ତି । ପନ୍ତ ୧୧ ଇନିଂସରେ ୧୨…

ଆସନ୍ତାକାଲି ପ୍ରକାଶ ପାଇବ +୨ ପରୀକ୍ଷା ଫଳ

ଭୁବନେଶ୍ଵର: ଆସନ୍ତାକାଲି ଅର୍ଥାତ୍ ମେ ୨୧ରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ। ଆସନ୍ତାକାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ଦିଆଯାଇଛି। ସିଏଚଏସଇର ସୂଚନା ଅନୁଯାୟୀ, ଏକାସହ +୨ କଳା, ବାଣିଜ୍ୟ, ବିଜ୍ଞାନ ରେଜଲ୍ଟ ପ୍ରକାଶ…

ନୂଆ ନାଁ ଓ ଫିଚର୍ସ ସହ ଆସିଲା ଗୁଗୁଲର ‘Find My Device’

ଭୁବନେଶ୍ବର:ଗୁଗୁଲ୍ ନିଜର ଲୋକପ୍ରିୟ ଫିଚର 'Find My Device' ର ଏକ ନୂତନ ସଂସ୍କରଣ ଆଣିଛି, ଯାହାର ନାଁ "Find Hub"ରହିଛି । Android Show ଇଭେଣ୍ଟରେ କମ୍ପାନୀ ଘୋଷଣା କରିଥିଲା ​​ଯେ, ଏହି ସେବା ଏବେ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ବ୍ୟାପକ ହେବ। ପୂର୍ବରୁ ହଜିଯାଇଥିବା…

ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ବର: ବଢିଲା ଯୁକ୍ତ ୩ ନାମଲେଖା ଆବେଦନ । ଆଜି ଆବେଦନର ଶେଷ ତାରିକ ଥିବାବେଳେ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି କରିଛନ୍ତି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାରେ କୁହାଯାଇଛି ଯେ, ଯେଉଁମାନେ…

ଏହି ସ୍ଥାନରେ ହେବ ଆଇପିଏଲ୍ ୨୦୨୫ର ଫାଇନାଲ ମ୍ୟାଚ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ର ଫାଇନାଲ୍ ପାଇଁ ସ୍ଥାନ ଚୂଡ଼ାନ୍ତ ହୋଇଛି। ଆଇପିଏଲର ୧୮ତମ ସିଜିନର ଟାଇଟଲ ମୁକାବିଲା ଆସନ୍ତା ଜୁନ୍ ୩ ତାରିଖରେ ଅନୁଷ୍ଠିତ ହେବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ଆଇପିଏଲ୍ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଥିଲା। ଏହି…

ସ୍ୱର୍ଣ୍ଣ ମନ୍ଦିରରେ ମୁତୟନ ହୋଇନାହିଁ ଏୟାର ଡିଫେନ୍ସ ବନ୍ଧୁକ

ନୂଆଦିଲ୍ଲୀ: ଶିଖମାନଙ୍କ ପବିତ୍ର ଧାର୍ମିକ ସ୍ଥଳ ସ୍ୱର୍ଣ୍ଣ ମନ୍ଦିରରେ ବାୟୁ ପ୍ରତିରକ୍ଷା ବନ୍ଧୁକ ମୁତୟନ କରିବା ପାଇଁ ସେନାକୁ ଅନୁମତି ମିଳିଥିବା ଖବରକୁ ଖଣ୍ଡନ କରାଯାଇଛି। ମେ ୧୯ ତାରିଖରେ ସେନା ବାୟୁ ପ୍ରତିରକ୍ଷା ଇନଚାର୍ଜ ଲେଫ୍ଟନାଣ୍ଟ ଜେନେରାଲ ସୁମର ଇଭାନ ଡି'କୁନ୍ହା ଦାବି…

ପାକ୍ ସ୍ପାଏ ଜ୍ୟୋତି ମାଲହୋତ୍ରାଙ୍କ ଭାଗଲପୁର ସଂଯୋଗ, ଅଜଗୈବିନାଥ ଧାମର ସୁରକ୍ଷା ବଢିଲା

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ବିହାରର ଭାଗଲପୁର ଜିଲ୍ଲା ସହିତ ସମ୍ପର୍କ ଥିବା ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ଏହି ଘଟଣା ସ୍ଥାନୀୟ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖିଛି ।…

ନ୍ୟାୟିକ ସେବାରେ ପ୍ରବେଶ ପାଇଁ ସର୍ବନିମ୍ନ ୩ବର୍ଷ ଆଇନ ଅଭ୍ୟାସ ଥିବା ବାଧ୍ୟତାମୂଳକ: ସିଜେଆଇ

ନୂଆଦିଲ୍ଲୀ: ନ୍ୟାୟିକ ନିଯୁକ୍ତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆସିଛି। ମଙ୍ଗଳବାର ସୁପ୍ରିମକୋର୍ଟ ନିମ୍ନ ଅଦାଲତ ବିଚାରପତି ଅର୍ଥାତ ଜୁନିଅର ଡିଭିଜନ ସିଭିଲ ଜଜଙ୍କ ନିଯୁକ୍ତି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ପଦବୀଗୁଡ଼ିକ ପାଇଁ…