Latest Odisha News

BREAKING NEWS

Yearly Archives

2025

‘ଅପରେସନ୍ ସିନ୍ଦୂର’ ମଦ୍ରାସାର ପାଠ୍ୟକ୍ରମରେ ହେବ ସାମିଲ

ଉତ୍ତରାଖଣ୍ଡ:ନୂତନ ପାଠ୍ୟକ୍ରମରେ 'ଅପରେସନ୍ ସିନ୍ଦୂର' ଉପରେ ଏକ ସମ୍ପୂର୍ଣ୍ଣ ଅଧ୍ୟାୟ ଯୋଡାଯିବ, ଯାହା ଭାରତୀୟ ସେନାର ସାହସିକତା ଏବଂ ଦେଶ ପ୍ରତି ସମର୍ପଣର ପ୍ରେରଣାଦାୟକ କାହାଣୀ କହିବ। ଉତ୍ତରାଖଣ୍ଡର ସମସ୍ତ ମଦ୍ରାସାରେ ଅପରେସନ ସିନ୍ଦୂର ପଢ଼ାଯିବ। ମାଦ୍ରାସାରେ ପଢ଼ୁଥିବା ଛାତ୍ରମାନଙ୍କୁ…

ପୁଣି ଫେରିଛି କୋରୋନା: ସତର୍କ କରାଇଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ପୁଣି ହଂଙ୍କ ଓ ସିଙ୍ଗାପୁରରେ କୋରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଚାରିଆଡେ ଏବେ ଭୟର ବାତ୍ତାବରଣ ଦେଖିବାକୁ ମିଳିଛି । ମୁମ୍ବାଇରେ ୨ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଘଟଣା ସାମ୍ନାକୁ ଆସିଛି । ଏହି ଭେରିଆଣ୍ଟରେ ‌ଥଣ୍ଡା, ଛିଙ୍କ, କଫ ଓ ଗୋଡ଼ହାତ ବିନ୍ଧା ହେବ ।…

ଅନୁକୂଳ ରହିଛି ପାଗ, ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଖୁବଶୀଘ୍ର କେରଳ ଛୁଇଁବ ମୌସୁମୀ। ପାଗ ଅନୁକୂଳ ଥିବାରୁ ମୌସୁମୀ ସଅଳ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁ ସାରିଥିବା ବେଳେ ୪ରୁ ୫ ଦିନ ଭିତରେ କେରଳ ଛୁଇଁପାରେ ବୋଲି ମଙ୍ଗଳବାର ଭାରତ…

ପରେଶ ରାୱଲଙ୍କୁ ୨୫ କୋଟିର ଆଇନଗତ ନୋଟିସ୍ ପଠାଇଲେ ଅକ୍ଷୟ କୁମାର

ମୁମ୍ବାଇ: ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲଙ୍କ ସୁପରହିଟ୍ କମେଡି ଫ୍ରାଞ୍ଚାଇଜ୍ ହେରା ଫେରିକୁ ଆଜିବି ମନେ ରଖିଛନ୍ତି ଫ୍ୟାନ୍ସ। ଏହି ଫିଲ୍ମରେ ପରେଶ ରାୱଲଙ୍କ ବାବୁରାଓ ଗଣପତରାଓ ଆପ୍ଟେ ଚରିତ୍ରକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। କିନ୍ତୁ ଖବର ଅନୁଯାୟୀ ଫିଲ୍ମରେ ଆଉ ନଜର…

ମାସିକ ବେତନ ବୃଦ୍ଧି ସହ ୧୩ ଦଫା ଦାବିରେ ସଫେଇ କର୍ମଚାରୀଙ୍କ ବିଏମସି ହେଡ଼ ଅଫିସ ଘେରାଉ

ଭୁବନେଶ୍ୱର: ଆଜି ସିଆଇଟିୟୁ ପରିଚାଳିତ ଭୁବନେଶ୍ୱର ମହାନଗର ନିଗମ ୱାର୍କର୍ସ ୟୁନିୟନ ଆହ୍ୱାନରେ ସଫାଇ କର୍ମଚାରୀଙ୍କ ୧୩ ଦଫା ଦାବି ହାସଲ ନିମନ୍ତେ ବିଏମସି ର ମୁଖ୍ୟ ଅଫିସ୍ ଘେରାଉ କରାଯାଇଥିଲା l ଓଡିଶା କୃଷକ ସଭାର ରାଜ୍ୟ ସଭାପତି ସୁରେଶ ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ କେନ୍ଦ୍ର…

ସର୍ବଦଳୀୟ ପ୍ରତିନିଧି ଦଳରେ ଅଭିଷେକ ବାନାର୍ଜୀ ସାମିଲ୍‌, ପୂର୍ବରୁ ଚର୍ଚ୍ଚାରେ ଥିଲା ୟୁସୁଫଙ୍କ ନାଁ

ନୂଆଦିଲ୍ଲୀ: ସର୍ବଦଳୀୟ ପ୍ରତିନିଧି ଦଳରେ ଅଭିଷେକ ବାନାର୍ଜୀ ହେଲେ ସାମିଲ୍‌। ୟୁସୁଫ୍‌ ପଠାନଙ୍କ ସ୍ଥାନରେ ଅଭିଷେକ ବାନାର୍ଜୀ ସାମିଲ୍‌। ସର୍ବଦଳୀୟ ପ୍ରତିନିଧି ଟିମ୍‌ ସହ ବିଦେଶ ଯିବେ ଅଭିଷେକ। କେନ୍ଦ୍ର ସହ ଆଲୋଚନା ପରେ ଅଭିଷେକଙ୍କ ନାଁ ହୋଇଛି ଘୋଷଣା। ସାଂସଦ ସଞ୍ଜୟ ଝା’ଙ୍କ ନେତୃତ୍ବାଧୀନ…

ଶତ୍ରୁ ଦେଶରେ ଗୁପ୍ତଚର ଧରାପଡିଲେ ତାଙ୍କ ସହ କ’ଣ ହୁଏ?

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ ଭାରତର ଗୁଇନ୍ଦା ସଂସ୍ଥାର ସ୍କାନରରେ ରହିଛନ୍ତି ପାକିସ୍ତାନୀ ଗୁପ୍ତଚର । ଦେଶରେ ରହି ଶତ୍ରୁ ଦେଶକୁ ଗୁପ୍ତ ସୂଚନା ଦେଉଥିବା ବ୍ୟକ୍ତିବିଶେଷଙ୍କୁ ଧରିବାକୁ ଉଦ୍ୟମ ହେଉଛି । ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ସମେତ ପାକିସ୍ତାନ ପାଇଁ ଗୁପ୍ତଚରୀ…

ଆତଙ୍କୀଙ୍କୁ ଶରଣ ଦେଉଥିବା ପାକିସ୍ତାନରେ ଉତ୍କଟ ଖାଦ୍ୟ ସଂକଟ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ବର୍ଷ ବର୍ଷ ଧରି ନିଜ ଦେଶରେ ଶରଣ ଦେଉଛି ପାକିସ୍ତାନ । ଅପରେସନ୍ ସିନ୍ଦୂରରେ ପାକିସ୍ତାନର ଆତଙ୍କୀ ଅଡ୍ଡାକୁ ଟାର୍ଗେଟ୍ କରିଥିଲା ଭାରତ । ଏହା ପୂର୍ବରୁ ପାକିସ୍ତାନ ସହ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିବା ସହ ବାଣିଜ୍ୟ ବନ୍ଦ କରିଥିଲା ଭାରତ । ଦୀର୍ଘ ଦିନ ଧରି…

ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟ୍‌ ଢ଼ାଞ୍ଚା: ସଚିବଙ୍କ କ୍ଷମତା ସଂକୁଚିତ, ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି

ଭୁବନେଶ୍ୱର: ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟ୍‌ ଢ଼ାଞ୍ଚା। କ୍ୟାବିନେଟ୍‌ ବୈଠକରେ ସଚିବଙ୍କ କ୍ଷମତା ସଂକୁଚିତ ହେଲା। ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି ପାଇ ହେଲା ନିଷ୍ପତ୍ତି। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସବୁ ବିଭାଗକୁ ଏନେଇ ଚିଠି ଲେଖିଲେ ସଂସଦୀୟ…

ଗିରଫ ଜ୍ୟୋତି ମାଲହୋତ୍ରାଙ୍କ ସହ ଲିଙ୍କ୍‌ ପ୍ରସଙ୍ଗ, ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ପ୍ରିୟଙ୍କା: ଏସ୍‌ପି

ପୁରୀ: ଗିରଫ ଜ୍ୟୋତି ମାଲହୋତ୍ରାଙ୍କ ସହ ପ୍ରିୟଙ୍କା ସେନାପତିଙ୍କ ଲିଙ୍କ୍‌ ପ୍ରସଙ୍ଗ। ତଦନ୍ତରେ ପ୍ରିୟଙ୍କା ପୂରା ସହଯୋଗ କରୁଛନ୍ତି ବୋଲି କହିଲେ ପୁରୀ ଏସ୍‌ପି। ଏସପି କହିଛନ୍ତି, ଆମେ ଏଯାବତ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନୁ, ତଦନ୍ତ ଚାଲିଛି। ସବୁ ତଦନ୍ତ ଏଜେନ୍ସି ସହ ସମ୍ପର୍କରେ…