୧୭ ଜଣ ସାଂସଦଙ୍କୁ ମିଳିବ ରତ୍ନ ପୁରସ୍କାର, ମହାରାଷ୍ଟ୍ରରୁ ସର୍ବାଧିକ
ନୂଆଦିଲ୍ଲୀ: ସଂସଦରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୧୭ ଜଣ ସାଂସଦ ଏବଂ ୨ ଜଣ ସଂସଦୀୟ ସ୍ଥାୟୀ କମିଟିଙ୍କୁ ନାଗରିକ ସମାଜ ପକ୍ଷରୁ ୨୦୨୫ ବର୍ଷ ପାଇଁ ସଂସଦ ରତ୍ନ ପୁରସ୍କାର ୨୦୨୫ ପାଇଁ ଚୟନ କରାଯାଇଛି। ଏହି ପୁରସ୍କାରଗୁଡ଼ିକ ସଂସଦରେ ସକ୍ରିୟ ଅଂଶଗ୍ରହଣ, ବିତର୍କରେ ଅଂଶଗ୍ରହଣ, ପ୍ରଶ୍ନ ପଚାରିବା…