Latest Odisha News

BREAKING NEWS

Yearly Archives

2025

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଗନ୍ଧମାର୍ଦନ ପାହାଡ଼ରେ ମାଓ କ୍ୟାମ୍ପ ଠାବ

ବଲାଙ୍ଗିର: ପୁଣି ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା। ଠାବ ହେଲା ମାଓ କ୍ୟାମ୍ପ। ବଲାଙ୍ଗିର ଗନ୍ଧମାର୍ଦନ ପାହାଡ଼ରେ ମାଓ କ୍ୟାମ୍ପ ଠାବ କଲେ ସୁରକ୍ଷାକର୍ମୀ। ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ତେବେ ଘଟଣାସ୍ଥଳରୁ ଖସି ପଳାଇଛନ୍ତି ମାଓବାଦୀ। ସୂଚନା…

ଅପରେସନ୍ ସିନ୍ଦୂର ପରେ ପ୍ରତିରକ୍ଷା ବଜେଟ୍‌ ୫୦ ହଜାର କୋଟି ଟଙ୍କାର ବୃଦ୍ଧି ସମ୍ଭାବନା

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ବଜେଟ୍‌ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି। ‘ଅପରେସନ୍ ସିନ୍ଦୂର’ ପରେ ନୂଆ ଅସ୍ତ୍ର, ଗୋଳାବାରୁଦ ଓ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାକୁ ଆପଣାଇବା ପାଇଁ ଖର୍ଚ୍ଚ ବଢ଼ିବ। ସୂଚନା ଅନୁସାରେ, ୫୦ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟୟ ପାଇଁ ପ୍ରସ୍ତାବ ହୋଇଛି।…

ମହାତ୍ମା ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ: ନୋଟରେ ଭାରତ ମାତାଙ୍କ ଫଟୋ ଲଗାଇବାକୁ ଦାବି

ମୁମ୍ବାଇ: ବଲିଉଡର ଜଣାଶୁଣା ଗାୟକ ଅଭିଜୀତ ଭଟ୍ଟାଚାର୍ଯ୍ୟ ପୁଣି ବିବାଦରେ। ମହାତ୍ମା ଗାନ୍ଧୀଙ୍କୁ ନେଇ ତାଙ୍କର ଏକ ବୟାନ ହଇଚଇ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ତୀବ୍ର ବିତର୍କ ଚାଲିଛି। ରାଜନୈତିକ ମହଲରେ ମଧ୍ୟ ଏହା ଚର୍ଚ୍ଚାର ବିଷୟ। ଅଭିଜିତ ଭାରତୀୟ ମୁଦ୍ରାରେ ଜାତିର ପିତା ମହାତ୍ମା…

ପାକିସ୍ତାନକୁ ଆଇଏମଏଫ ଦେଲା ଋଣ, ଟ୍ରମ୍ପଙ୍କୁ ନିଜ ଦେଶରୁ କଡ଼ା ସମାଲୋଚନା

ନୂଆଦିଲ୍ଲୀ: ପାକିସ୍ତାନକୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ୧ ବିଲିୟନ ଡଲାର ଋଣ ଦେଇଛି। ଏହାକୁ ନେଇ ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ସମାଲୋଚନାର ଶିକାର ହୋଇଛନ୍ତି। ଆମେରିକାର ପୂର୍ବତନ ପେଣ୍ଟାଗନ ପରାମର୍ଶଦାତା ମାଇକେଲ ରୁବିନ ଏହି ଋଣ ଦେବା ପ୍ରକ୍ରିୟାକୁ…

ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ

ନୂଆଦିଲ୍ଲୀ: ଗୁରୁବାର ଲଣ୍ଡନର କିଙ୍ଗସ ବେଞ୍ଚ ଡିଭିଜନର ହାଇକୋର୍ଟ ଅଫ୍ ଜଷ୍ଟିସ୍ ନୀରବ ମୋଦିଙ୍କ ସଦ୍ୟତମ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଜେଲରୁ ବାହାରକୁ ଯିବା ପାଇଁ ନୀରବ ମୋଦି ଏହି ଆବେଦନ କରିଥିଲେ, କିନ୍ତୁ କୋର୍ଟରେ ସିବିଆଇର ଦୃଢ଼ ଯୁକ୍ତି ଯୋଗୁଁ ତାଙ୍କୁ ଆଶ୍ୱସ୍ତି ମିଳିଲା…

ଭାରତ-ପାକିସ୍ତାନ ସିଜଫାୟାର ମେ ୧୮ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସିଜଫାୟାର ୧୮ ମେ' ପର୍ଯ୍ୟନ୍ତ ବଢ଼ିଛି। ଶୀଘ୍ର ଦୁଇ ଦେଶର ଡାଏରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନ୍ସ (ଡିଜିଏମଓ) ବୈଠକ ହେବ । ସୂଚନା ଅନୁସାରେ, ଏହି ବୈଠକରେ ସୀମାରେ ସ୍ଥିତି ସମୀକ୍ଷା ହେବ। ଗତକାଲି ଭାରତ ଓ ପାକିସ୍ତାନ ଆସ୍ଥା ବଢ଼ାଇବା…

କଶ୍ମୀର ପ୍ରସଙ୍ଗରେ ଲାଡେନ ଓ ମୁନୀରଙ୍କ ବୟାନ ଗୋଟିଏ… ଜାଣନ୍ତୁ ପୂରା ଗଣିତ

ଶ୍ରୀନଗର: ୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରର ପହଲଗାମରେ ଘଟିଥିବା ନରସଂହାର ମାନବତା ପାଇଁ ଏକ ଲଜ୍ଜାଜନକ ଦିନ ଥିଲା। ବୈସରନ ଘାଟିରେ ଆତଙ୍କୀମାନେ ଧର୍ମ ଆଧାରରେ ୨୬ ପର୍ଯ୍ୟଟକଙ୍କୁ ନିର୍ମମ ହତ୍ୟା କଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ହିନ୍ଦୁ ଥିଲେ। ଏହି ପରିକଳ୍ପିତ ନରସଂହାର ଭାରତକୁ ଅପରେସନ…

ଭାରତ ପାଇଁ ନୂଆ ଚ୍ୟାଲେଞ୍ଜ: ପାକିସ୍ତାନ, ତୁର୍କୀ, ଆଜେରବୈଜାନର ‘ଥ୍ରୀ ବ୍ରଦର୍ସ’ ମେଣ୍ଟ

ନୂଆଦିଲ୍ଲୀ: ଦକ୍ଷିଣ ଏସିଆ ଓ ପଶ୍ଚିମ ଏସିଆରେ ରାଜନୀତିର ନୂଆ ମୋଡ଼ର । ଭାରତ ପାକିସ୍ତାନ ବିବାଦ ଭିତରେ ଉଭା ହୋଇଛି ଆଉ ଏକ ଶକ୍ତିଶାଳୀ ମେଣ୍ଟ। ପାକିସ୍ତାନ, ତୁର୍କୀ ଓ ଆଜେରବୈଜାନର ‘ଥ୍ରୀ ବ୍ରଦର୍ସ ଏଲାଏନ୍ସ’ ଭାରତର ସୁରକ୍ଷା ନୀତି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହି ତିନୋଟି ଦେଶର…

ବନ୍ୟଜନ୍ତୁ ଶାକାର ବେଳେ ଶିକାରୀଙ୍କୁ ମାଡିବସିଲା ବନବିଭାଗ, ୫ ଅଟକ

ଢେଙ୍କାନାଳ: ବନ୍ୟଜନ୍ତୁଙ୍କୁ ଶାକାର କରି ନେଇଯାଉଥିବା ବେଳେ ଶିକାରୀଙ୍କୁ ମାଡିବସିଲା ବନବିଭାଗ। ୧୦ କେଜି ବାରହା ମାଂସ, ମଲା ଗୋଧି ଓ ସ୍କର୍ପିଓ ଗାଡି ସହ ପାଞ୍ଚ ଜଣଙ୍କୁ ଅଟକ ରଖିଛି ବନବିଭାଗ। ଢେଙ୍କାନାଳ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବାଟଗାଁ, କଙ୍କଡାହାଡ଼ ରାସ୍ତାରେ ଧରାପଡିଲେ ଏହି…

ଖରାଦିନେ ପଣସ ଖାଇଲେ ମିଳେ ଏହି ଲାଭ…

ଭୁବନେଶ୍ବର: ପଣସ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ଜାଣିଛନ୍ତି କି?ଏହି ପଣସ ଗ୍ରୀଷ୍ମ ଋତୁରେ ଅଧିକ ମିଳିଥାଏ । ଅନେକ ଲୋକ କଞ୍ଚା ପଣସକୁ ତରକାରୀ କରି ଖାଇବାକୁ ଭଲପାଆନ୍ତି ତ ଆଉ କେହି କେହି ପାଚିଲା ଖାଇବାକୁ ପସନ୍ଦ କରିଥାନ୍ତି । ଏହା ପାଟିକୁ ଯେତିକି ସୁସ୍ୱାଦୁ ଲାଗିଥାଏ ଦେହ ପାଇଁ…