ଭୁଜରୁ ରାଜନାଥଙ୍କ ହୁଙ୍କାର: ‘ବଦଳିଗଲେ ଠିକ୍, ନଚେତ୍ କଠୋର ଦଣ୍ଡ’
ନୂଆଦିଲ୍ଲୀ: ଆଜି ଗୁଜରାଟ ଭୁଜ୍ ଏୟାରଫୋର୍ସ ଷ୍ଟେସନ ଗସ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଭୁଜ୍ ଏୟାରବେସ୍ରେ ବାୟୁସେନା ଯୋଦ୍ଧାଙ୍କୁ ଭେଟିବା ସହ ଅପରେସନ ସିନ୍ଦୂର ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଇଏ ହେଉଛି ସେହି ଭୁଜ୍ ଏୟାରବେସ୍ ଯାହାକୁ ଉଡ଼ାଇଥିବା…