Latest Odisha News

BREAKING NEWS

Yearly Archives

2025

ଏହି ଦୁଇ ବିଧାୟକଙ୍କ ବିରୋଧରେ ଚାଲିବ ନିର୍ବାଚନୀ ଅନିୟମିତତା ମାମଲା

କଟକ: ଜଳେଶ୍ଵର ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଓ ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କୁ ହାଇକୋର୍ଟରୁ ଝଟକା ମିଳିଛି । ବିଧାନସଭା ନିର୍ବାଚନୀ ଅନିୟମିତତା ଅଭିଯୋଗ ମାମଲାରେ ଏହି ଦୁଇ ବିଧାୟକଙ୍କୁ ନିରାଶ ହେବାକୁ ପଡିଛି । ନିର୍ବାଚନ ଅନିୟମିତତା ନେଇ ସେମାନଙ୍କ ବିରୁଦ୍ଧରେ…

ଥାଲାପତି ବିଜୟଙ୍କ ନାଁରେ ଥାନାରେ ମାମଲା ରୁଜୁ

ମୁମ୍ବାଇ: ବିଜୟଙ୍କ ନାଁରେ ମାମଲା ରୁଜୁ । ସାଉଥ୍ ସିନେମାର ଲୋକପ୍ରିୟ ଅଭିନେତା ଏବଂ ରାଜନେତା ଥାଲାପତି ବିଜୟଙ୍କ ନାଁ ଏଫଆଇଆର ରୁଜୁ ହୋଇଥିବା ଖବର ଏବେ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଚେନ୍ନାଇ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଅଭିନେତା ବିଜୟଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ…

ବ୍ରେନ ଟାଇପିଂ ଏଆଇ ଟେକ୍ନୋଲୋଜି: ଯାହା ଭାବିବେ ତାହା ହେବ ଟାଇପିଂ

ନୂଆଦିଲ୍ଲୀ: ଏହି ଡିଜିଟାଲ ଦୁନିଆରେ ଲୋକମାନେ ନୂଆ ନୂଆ ଟେକ୍ନୋଲୋଜି ଦ୍ୱାରା ଘେରି ରହିଛନ୍ତି । ତେବେ କେବେ ଭାବିଛନ୍ତି କି, ଆପଣ ଯାହା ଭାବିବେ ତାହା ଅଟୋମେଟିକ ଭାବରେ ଟାଇପ୍ ହୋଇଯିବ? ହଁ, ପ୍ରକୃତରେ ୨୦୧୭ରେ ଫେସବୁକ୍ ଏକ ନିଆରା ଚିନ୍ତାଧାରା ଉପସ୍ଥାପନ କରିଥିଲା ​​। କମ୍ପାନୀ ଅନୁଯାୟୀ,…

ସାବାଡ୍ ହେଉଛନ୍ତି ବାଲି ମାଫିଆ, ଚାଲିଛି ଘନ ଘନ ରେଡ୍

ଭୁବନେଶ୍ବର: ସାବାଡ୍ ହେଉଛନ୍ତି ବାଲି ମାଫିଆ । ରାଜ୍ୟରେ ଚୋରା ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ବିରୋଧରେ ଏବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଚାଲିଛି ଘନ ଘନ ରେଡ୍ । ରାଜ୍ୟ ତମାମ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ,…

ଶ୍ରୀଦେବୀଙ୍କ ଫିଲ୍ମ ‘ମମ୍’ର ସିକ୍ବେଲରେ ନଜର ଆସିବେ ଝିଅ ଖୁସି କପୁର

ମୁମ୍ବାଇ: ଶ୍ରୀଦେବୀଙ୍କ ଶେଷ ଫିଲ୍ମ "ମମ୍" ୨୦୧୭ରେ ମୁକ୍ତିଲାଭ କରିଥିଲା। ବକ୍ସ ଅଫିସରେ ମଧ୍ୟ ହିଟ୍ ହୋଇଥିଲା ଏହି ଫିଲ୍ମ। ଏହାର କାହାଣୀଠାରୁ ଆରମ୍ଭ କରି ଅଭିନୟ ପର୍ଯ୍ୟନ୍ତ ସବୁକିଛି ଦର୍ଶକଙ୍କୁ ପସନ୍ଦ ଆସିଥିଲା। ଏବେ ଶ୍ରୀଦେବୀ ଆଉ ଏହି ଦୁନିଆରେ ନାହାନ୍ତି। କିନ୍ତୁ ପ୍ରଯୋଜକ ତଥା…

‘ବନ୍ଦେ ଉତ୍କଳ ନୁହେଁ…ଗାଅ…ବନ୍ଦେ ଓଡିଶା ଜନନୀ’

ଭୁବନେଶ୍ବର: ‘କାହିଁକି ବନ୍ଦେ ଉତ୍କଳ ଜନନୀ ଗାଇବେ? ବନ୍ଦେ ଓଡିଶା ଜନନୀ ଗାଇଲେ ମୋର କିଛି ଆପତ୍ତି ନାହିଁ ।’ କିଛି ଏଭଳି କହି ଉତ୍କଳ ଏବଂ କୋଶଳ ଓ କଳିଙ୍ଗ ପ୍ରସଙ୍ଗ ଉଠାଇଥିବା ଜୟନାରାୟଣ ଏବେ ଏନେଇ ସ୍ପଷ୍ଟିକରଣ ଦେଇଛନ୍ତି । କହିଛନ୍ତି, ମୁଁ ବିଭାଜନ ନେଇ କୌଣସି କଥା କହିନାହିଁ । ମୁଁ…

ରାସ୍ତାରେ ଉଲଗ୍ନ ହୋଇ ଆନ୍ଦୋଳନ କରୁଛନ୍ତି ମହିଳା, ଜାଣନ୍ତୁ କେବେଠାରୁ ଆରମ୍ଭ ହୋଇଥିଲା ‘ଟପଲେସ୍…

ନୂଆଦିଲ୍ଲୀ: ପ୍ୟାରିସରେ ଫାସୀବାଦ ବିରୋଧରେ ମହିଳାମାନେ ଟପଲେସ୍ (ମୁକ୍ତ ବକ୍ଷ) ହୋଇ ପ୍ରତିବାଦ କରିଛନ୍ତି। ୮ ମାର୍ଚ୍ଚରେ ଯେତେବେଳେ ସାରା ବିଶ୍ୱରେ ମହିଳା ଦିବସ ପାଳନ କରାଯାଉଥିଲା, ସେହି ସମୟରେ ଫ୍ରାନ୍ସରେ ମହିଳାମାନେ ଟପଲେସ୍ ପ୍ରତିବାଦ ଶୋଭାଯାତ୍ରା ବାହାର କରିଥିଲେ। ଏହି ପ୍ରଦର୍ଶନ…

ଗହୀରମଥାରେ ଅଲିଭ ରିଡଲେଙ୍କ ଗଣ ବସା, ରେକର୍ଡ ସଂଖ୍ୟକ ଅଣ୍ଡାଦାନ

ପଟ୍ଟାମୁଣ୍ଡାଇ: ଗହୀରମଥାରେ କଇଁଛଙ୍କ ରେକର୍ଡ ସଂଖ୍ୟକ ଅଣ୍ଡାଦାନ । ୬ ଲକ୍ଷ ୬୦ ହଜାର ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରିଛନ୍ତି । ଏବର୍ଷ ମାର୍ଚ୍ଚ ୫ରୁ ୧୦ ତାରିଖ ଯାଏ ୬.୬ ଲକ୍ଷ କଇଁଛ ଅଣ୍ଡାଦାନ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ।…

ରାଜ୍ୟରେ ବର୍ତ୍ତମାନ ମୋଟ ୮୫୫ ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ଅଛି: ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ବିଧାୟକ ମାନସ କୁମାର ଦତ୍ତ ପ୍ରଶ୍ନ କରିଥିଲେ ଯେ, ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଇବା କେତେଗୋଟି ଆମ୍ବୁଲାନ୍ସ ବର୍ତ୍ତମାନ କାର୍ଯ୍ୟକ୍ଷମ ଅଛି; କେତେଗୋଟି ନୂଆ ଆମ୍ବୁଲାନ୍ସ ଆଣିବାର ଯୋଜନା ରହିଛି ? ଯାହାର ଉତ୍ତର ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…