ଜିଭ ଦେଖାଇ ଚେୟାର ଉଠାଇ ନେଲେ; ବିଦାୟୀ ସମ୍ବର୍ଦ୍ଧନାରେ ଜଷ୍ଟିନ ଟ୍ରୁଡୋଙ୍କ ଅଜବ କାରନାମା…
ନୂଆଦିଲ୍ଲୀ: କାନାଡାର ନୂତନ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇସାରିଛନ୍ତି। ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବେ ମାର୍କ କାର୍ନି। ତାଙ୍କ ଶପଥ ଗ୍ରହଣ ପୂର୍ବରୁ ସୋମବାର ଦିନ ଲିବରାଲ ପାର୍ଟିର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ଏହି ସମୟରେ ଜଷ୍ଟିନ୍ ଟ୍ରୁଡୋଙ୍କୁ ଆନୁଷ୍ଠାନିକ ଭାବରେ ବିଦାୟ…