ପୁଣି କ୍ରାସ୍ ହେଲା ମସ୍କଙ୍କ ସ୍ପେସଏକ୍ସ ଷ୍ଟାରସିପ୍ ରକେଟ୍
ଟେକ୍ସାସ୍: ସ୍ପେସଏକ୍ସର ଷ୍ଟାରସିପ୍ ରକେଟ୍ ପରୀକ୍ଷଣ ଉଡ଼ାଣ ସମୟରେ ଗୁରୁବାର ଦିନ ସମ୍ପର୍କ ହରାଇବା ସହ ମହାକାଶରେ ଜଳିଯାଇଛି।
ସୂଚନା ଅନୁଯାୟୀ, ଲଞ୍ଚ ହେବାର ମାତ୍ର କିଛି ମିନିଟ୍ ପରେ ଷ୍ଟାରସିପର ଇଞ୍ଜିନଗୁଡ଼ିକ କାମ କରିବା ବନ୍ଦ କରିଦେଇଥିଲା। ଏହାପରେ ରକେଟର ଅଂଶ ଗୁଡ଼ିକ ଖଣ୍ଡ ଖଣ୍ଡ…