ବିରେନ୍ଦ୍ର ସେହୱାଗଙ୍କ ଭାଇ ଗିରଫ, ଜାଣନ୍ତୁ କଣ ରହିଛି ପୁରା ମାମଲା…
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ଭାଇ ବିନୋଦ ସେହୱାଗଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ବିନୋଦ ସେହୱାଗଙ୍କୁ ୭ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ଚଣ୍ଡିଗଡ଼ର ମଣିମାଜରା ପୋଲିସ ଗିରଫ କରିଛି। ପୋଲିସ ଅଭିଯୁକ୍ତ ବିନୋଦଙ୍କୁ କୋର୍ଟରେ ହାଜର…