ଚାଞ୍ଚଲ୍ୟ: ଘରୁ ଡାକି ନେଇ ଛାତ୍ର ଉପରକୁ ଏସିଡ୍ ମାଡ଼
ଢେଙ୍କାନାଳ: ପିଲାଙ୍କ କଳିକୁ ନେଇ ତୁମୁଳକାଣ୍ଡ ପରେ ଛାତ୍ରଙ୍କୁ କଲେ ଏସିଡ୍ ମାଡ଼। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ନୂଆ ଆଲୁତୁମା ଗାଁରେ।
ସୂଚନା ଅନୁସୀାରେ ଘରୁ ଡାକି ନେଇ ପଞ୍ଚମ ଶ୍ରେଣୀ ଛାତ୍ର ଉପରକୁ ଏସିଡ ମାଡ କରିଛି ଅନ୍ୟ ଏକ ଛାତ୍ର।…