୨୦୨୪-୨୫ ବର୍ଷ ପାଇଁ ସୁଷମା (ପାଣିଗ୍ରାହୀ) ରଥ ପୁରସ୍କାର ପ୍ରଦାନ
ଭୁବନେଶ୍ୱର: ୨୦୨୪-୨୫ ବର୍ଷ ଇଂରାଜୀରେ ସୃଜନଶୀଳ ଲେଖା ପାଇଁ ସୁଷମା (ପାଣିଗ୍ରାହୀ) ରଥ ପୁରସ୍କାର ଘୋଷଣା କରାଯାଇଛି। ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁରର ଛାତ୍ରୀ ସୁଶ୍ରୀ ଏନ. ହରପ୍ରିୟା ରେଡ୍ଡିଙ୍କୁ ଭଲ ସୃଜନଶୀଳ ଲେଖା ପାଇଁ ପୁରସ୍କାର ଦିଆଯାଇଛି।
ଏଥିସହିତ ତାଙ୍କୁ ୧୦,୦୦୦…