Latest Odisha News

BREAKING NEWS

Yearly Archives

2025

155KM ବେଗରେ ମାଡ଼ି ଆସୁଛି ଭୟଙ୍କର ବାତ୍ୟା, ହାଇଆଲର୍ଟରେ ଏହି ଦେଶ

ନୂଆଦିଲ୍ଲୀ: ମାଡ଼ି ଆସୁଛି ଭୟଙ୍କର ବାତ୍ୟା। ଦିଲ୍ଲୀ ଭଳି ଲୋକ ସଂଖ୍ୟା ଥିବା ଅଷ୍ଟ୍ରେଲିଆକୁ ବଡ଼ ସାଇକ୍ଲୋନ ଆସୁଛି। 155 କିଲୋମିଟର ପ୍ରତି ଘଣ୍ଟାରେ ମାଡ଼ି ଆସୁଛି ଏହି ବାତ୍ୟା। ଏହାକୁ ନେଇ ଅଷ୍ଟ୍ରେଲିଆ ଲୋକଙ୍କ ଭିତରେ ଭୟ ବଢ଼ିଛି। ଏହି ବାତ୍ୟାରୁ ବର୍ତ୍ତିବା ପାଇଁ ସେଠାକାର ଲୋକମାନେ…

କିମ୍ସ, ହାଇଟେକ, ଆଉ ସମ୍ ହସ୍ପିଟାଲରେ ଏକାସାଙ୍ଗେ ଇଡି ଚଢାଉ

ଭୁବନେଶ୍ବର: ହଠାତ୍ କିମ୍ସ, ହାଇଟେକ୍ ଏବଂ ସମ୍ ହସ୍ପିଟାଲ ଉପରେ ଚଢାଉ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଇଡି ଟିମ୍ । ରାଉରକେଲା ସହ ଭୁବନେଶ୍ବର ହାଇଟେକ୍‌ରେ ଯାଞ୍ଚ ଆରମ୍ଭ କରିଛି ଇଡି । ତେବେ କାହିଁକି ରାଜ୍ୟର ବଡ ବଡ ଘରୋଇ ମେଡିକାଲ ସଂସ୍ଥା ଉପରେ ଇଡି ଚଢାଉ କରିଛି, ସେନେଇ…

ପୁଣି ଟ୍ରମ୍ପଙ୍କ ଟାର୍ଗେଟରେ ଭାରତ: କହିଲେ, ‘ଯେସାକୁ ତେସା ନୀତି ଆପଣାଇବ ଆମେରିକା’

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଭାବେ ଦ୍ବିତୀୟ ଇନିଂସରେ ପ୍ରଥମ ଥର ପାଇଁ, ସଂସଦକୁ ସମ୍ବୋଧନ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆଉ ଭାଷଣରେ ପୁଣି ଥରେ ଭାରତ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଟ୍ରମ୍ପ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟମାନଙ୍କ ପ୍ରତି ଅନୁଚିତ…

ଜନ୍ମ ଜୟନ୍ତୀରେ ବିଜୁ ବାବୁଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆଜି ପ୍ରବାଦ ପୁରୁଷ, ଓଡିଆ ମାଟିର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ଏହାକୁ ନେଇ ଏବେ ରାଜ୍ୟରେ ଜାରି ରହିଛି ବିଜେପି- ବିଜେଡି ଲଢେଇ । ବିଜେପି ବିଜୁ ବାବୁଙ୍କୁ ଯଥୋଚିତ୍ ସମ୍ମାନ ଦେଉଥିବା ଦାବି କରିଥିବା ବେଳେ ବିଜୁ ବାବୁଙ୍କୁ ବିଜେପି ସରକାର ଅସମ୍ମାନ କରିଛି…

ନାଉରୀ ହେଲେ କୋଟିପତି !

ପ୍ରୟାଗରାଜ: ମହାକୁମ୍ଭ ପ୍ରକୃତରେ ସମସ୍ତଙ୍କ ପାଇଁ ଏକ ସ୍ମୃତି ପାଲଟିଛି। ଏହି ମହାକୁମ୍ଭରେ ଗୋଟିଏ ପଟେ ଧର୍ମ ଏବଂ ଆଧ୍ୟାତ୍ମିକତାକୁ ନେଇ ଚର୍ଚ୍ଚା ହେଉଥିଲା ଏବଂ ଅନ୍ୟପଟେ ଏହି ମହାକୁମ୍ଭ ଲୋକଙ୍କ ପାଇଁ ରୋଜଗାରର ଏକ ଉତ୍ସ ପାଲଟିଥିଲା। ମହାକୁମ୍ଭ ସରିଯାଇଛି ସତ ହେଲେ ଛାଡିଯାଇଛି ଅନେକ…

‘କଙ୍ଗାରୁ’ଙ୍କୁ ଏମିତି ଶିକାର କଲେ ରୋହିତ ବାହିନୀ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଭାବଶାଳୀ ସେମିଫାଇନାଲ ବିଜୟ ପରେ ଭାରତ ଲଗାତାର ତୃତୀୟ ଥର ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପହଞ୍ଚିଛି। ମଙ୍ଗଳବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ପରାସ୍ତ କରି ଭାରତ…

ଆରମ୍ଭ ହେଲା ସୁଭଦ୍ରା ରାଲି, ୧ ଲକ୍ଷ ୭୦ ହଜାର ହିତାଧିକାରୀ ପାଇବେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁରରେ ଆଜି ଆରମ୍ଭ ହୋଇଛି ସୁଭଦ୍ରା ରାଲି। ଆଜିଠୁ ରାଜ୍ୟର ସବୁ ପଞ୍ଚାୟତାରେ ହେବ ସୁଭଦ୍ରା ରାଲି। ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଓ ଛାତ୍ରୀ ଏହି ରାଲିରେ ସାମିଲ ହୋଇଛନ୍ତି। ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ପର୍ଯ୍ୟନ୍ତ ରାଲି ଚାଲିବ। ମହିଳା ସଶକ୍ତିକରଣ ଓ ସାମାଜିକ…

ପଞ୍ଚାୟତିରାଜ ଦିବସ ପରିବର୍ତ୍ତନକୁ ନେଇ ତେଜିଲା ରାଜନୀତି, ବିଜେଡିର ରାଜ୍ୟବ୍ୟାପୀ ପ୍ରତିବାଦ ଡାକରା

ଭୁବନେଶ୍ୱର: ପଞ୍ଚାୟତିରାଜ ଦିବସ ପରିବର୍ତ୍ତନକୁ ନେଇ ତେଜିଲା ରାଜନୀତି। ଏନେଇ ରାଜ୍ୟବ୍ୟାପୀ ପ୍ରତିବାଦ ଡାକରା ଦେଇଛି ବିଜେଡି। ମାର୍ଚ୍ଚ ୫ ତାରିଖ ପରିବ‌ର୍ତ୍ତେ ଏପ୍ରିଲ୍‌ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିର ତୀବ୍ର ପ୍ରତିବାଦ କରିଛି ବିଜେଡି।…

ଚାଲିଛି ବିବାହ ଋତୁ: ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ସୁନା ଦର..

ଭୁବନେଶ୍ୱର: ସୁନା ଦର ଲଗାତାର ବୃଦ୍ଧି ହେବା ଏବେ ଗ୍ରାହକଙ୍କ ପାଇଁ ସମସ୍ୟା ହୋଇ ଛିଡା ହୋଇଛି। ଏବେ ବିବାହ ଋତୁ ଚାଲିଥିବାବେଳେ ସୁନା ଟିକେ କିଣିବାକୁ ମଧ୍ୟବିତ୍ତଙ୍କଠାରୁ ଧନୀ ସମସ୍ତେ ବାଧ୍ୟ। ହେଲେ ଏବେ ସୁନା ରେକର୍ଡ ସ୍ତରରେ ପହଞ୍ଚିବା କାରଣରୁ ବିଶେଷ କରି ମଧ୍ୟବିତ୍ତ ଓ ନିମ୍ନ…

ଗୁଣି ସନ୍ଦେହରେ ପିଟାପିଟି, ଜଣେ ମୃତ ଓ ୪ ଗୁରୁତର

ବଲାଙ୍ଗିର: ତୁଷୁରା ଥାନା ଆଠଗାଁରେ ଗୁଣି ସନ୍ଦେହରେ ଗୋଷ୍ଠୀ ସଂଘର୍ଷ। ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଓ ପିଟାପିଟିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ୪ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଖବର ପାଇ…