Latest Odisha News

BREAKING NEWS

Yearly Archives

2025

ଆଗାମୀ ୨୫ ବର୍ଷରେ ବଢିଯିବ ମୁସଲମାନଙ୍କ ଜନସଂଖ୍ୟା

ନୂଆଦିଲ୍ଲୀ: ଦେଶ ଏବଂ ବିଶ୍ୱରେ ଅନେକ ଧର୍ମ ଅଛି ଯାହାର ଅନୁଗାମୀଙ୍କ ସଂଖ୍ୟା କୋଟି କୋଟି। ଏସବୁ ମଧ୍ୟରେ ଖ୍ରୀଷ୍ଟିଆନ, ଇସଲାମ ଏବଂ ହିନ୍ଦୁ ଧର୍ମର ଲୋକଙ୍କ ସଂଖ୍ୟା ସର୍ବାଧିକ। ୟୁରୋପ, ଆମେରିକା, ଏସିଆ ଏବଂ ଆଫ୍ରିକା ଭଳି ମହାଦେଶରେ ଖ୍ରୀଷ୍ଟଆନ୍ ଏବଂ ଇସଲାମ ଧର୍ମର ଅନୁଗାମୀଙ୍କ ସଂଖ୍ୟା…

ସୁଧୁରୁନି ଚୀନ: ମିଆଁମାର ମାଧ୍ୟମରେ ଭାରତ ବିରୁଦ୍ଧରେ ରଚୁଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ମିଆଁମାର ଦୀର୍ଘ ଦିନ ଧରି ଗୃହଯୁଦ୍ଧରେ ଜଡ଼ିତ। ଯୁଦ୍ଧକ୍ଷେତ୍ରରେ ଅରାକାନ୍ ସେନା ଏବଂ ଅନ୍ୟାନ୍ୟ ବିଦ୍ରୋହୀ ଗୋଷ୍ଠୀ ଅଛନ୍ତି। ଅନ୍ୟପଟେ ଯୁଣ୍ଟା ଶାସନର ସେନା ଅଛନ୍ତି। ମିଆଁମାରରେ ଚାଲିଥିବା ଗୃହଯୁଦ୍ଧ ଭାରତ, ବାଂଲାଦେଶ ଏବଂ ଚୀନ୍ ସମେତ ଅନ୍ୟାନ୍ୟ ପଡ଼ୋଶୀ…

‘ଲିଙ୍ଗ କେବଳ ଦୁଇଟି…ପୁରୁଷ-ମହିଳା’ କହି, ତୃତୀୟ ଲିଙ୍ଗକୁ ବ୍ୟାନ୍ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆଜି ଆମେରିକା ସଂସଦରେ ନିଜର ପ୍ରଥମ ଅଭିଭାଷଣ ରଖିବା ସହିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଗକୁ ଆମେରିକାର ଆଭିମୁଖ୍ୟ କ’ଣ ହେବ, ସେନେଇ ବଡ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ପ୍ରଥମ ଭାଷଣରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୃତୀୟ ଲିଙ୍ଗକୁ…

ବଞ୍ଚିତ ସୁଭଦ୍ରା ହିତାଧିକାରୀ ଚିହ୍ନଟ ପାଇଁ ଗାଁ ବୁଲିବେ ସରକାର

ଭୁବନେଶ୍ବର: ଯୋଗ୍ୟ ହିତାଧିକାରୀ ଯେପରି ସୁଭଦ୍ରା ଯୋଜନରୁ ବଞ୍ଚିତ ନେହେବେ ସେନେଇ ହିତାଧିକାରୀଙ୍କୁ ଖୋଜିବାକୁ କରାଯିବ ଡୋର ଟୁ ଡୋର ସର୍ଭେ । ମାର୍ଚ୍ଚ ୩୧ ତାରିଖରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ବୋଲି ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ…

ପଞ୍ଚାୟତିରାଜ ଦିବସ ନେଇ ବର୍ଷିଲେ ନବୀନ: କହିଲେ, ‘ହୃଦୟ ବଦଳାଇ ପାରିବେ ନାହିଁ’

ଭୁବନେଶ୍ବର: ଆଜି ପ୍ରବାଦ ପୁରୁଷ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଅବସରରେ ଭୁବନେଶ୍ବର ଫରେଷ୍ଟ ପାର୍କରେ ବିଜୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ପିତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ…

ଟପ୍ସ ବ୍ରାଣ୍ଡର ମାଲିକ ହେବେ ଗୌତମ ଆଦାନୀ, ଖୁଚୁରା ବ୍ୟବସାୟରେ ରିଲାଏନ୍ସକୁ ଦେଇ ପାରିବେ କି ଜବାବ?

ନୂଆଦିଲ୍ଲୀ: ଅମ୍ବାନୀଙ୍କୁ ପ୍ରତିଯୋଗିତା କରୁଛନ୍ତି ଅଦାନୀ? କାରଣ ଗୌତମ ଆଦାନୀ ଖାଇବା ତେଲ ଏବଂ ଗ୍ରୋସରୀ ଉତ୍ପାଦରେ ଅତ୍ୟଧିକ ଉନ୍ନତ ଫର୍ଚୁନ୍ ବ୍ରାଣ୍ଡ ମାଧ୍ୟମରେ ଏଫଏମସିଜି କ୍ଷେତ୍ରରେ ଏକ ସୁପ୍ରତିଷ୍ଠିତ ପାଦ ରଖିଛନ୍ତି। କମ୍ପାନୀ ଖାଦ୍ୟ ତେଲ ଠାରୁ ଆରମ୍ଭ କରି କିରାଣି ସାମଗ୍ରୀ…

ଧନୀ ହୋଇଯିବ ପାକିସ୍ତାନ ! ନଦୀରୁ ମଳିଲା ବିରାଟ ସୁନାର ଭଣ୍ଡାର, ଭରାତ ସହ ରହିଛି କନେକ୍ସନ

ନୂଆଦିଲ୍ଲୀ: ଧନୀ ହୋଇଯିବ ପାକିସ୍ତାନ। ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ମିଳି ଯାଇଛି ସୁନାର ଭଣ୍ଡାର। ସିନ୍ଧୁ ନଦୀରେ ବିରାଟ ସୁନାର ଭଣ୍ଡାର ଥିବା ନେଇ ଖବର ଏବେ ସାମ୍ନାକୁ ଆସିଛି। ଏହି ଭଣ୍ଡାର ପାଖାପାଖି 80,000 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମାର୍ଚ୍ଚ…

ଦୁବାଇରୁ ୧୪.୮ କିଲୋ ସୁନା ଲୁଚାଇ ଆଣି ଅଭିନେତ୍ରୀ ଗିରଫ

ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରେ ଗିରଫ କରାଯାଇଛି । ସୁନା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରିଛି ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ । ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ତଲାସି ସମୟରେ ତାଙ୍କ ନିକଟରୁ ୧୪.୮ କିଲୋ ସୁନା…

ଦିନିକିଆରୁ ଅବସର ନେଲେ ସ୍ମିଥ

ଦୁବାଇ: ଅଷ୍ଟ୍ରେଲିଆକୁ ସେମିଫାଇନାଲରେ ପରାସ୍ତ କରି ଭାରତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆର ଅଧିନାୟକ ତଥା ସିନିୟର ଖେଳାଳି ଷ୍ଟିଭ ସ୍ମିଥ ଏହି ପରାଜୟ ପରେ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପ୍ୟାଟ କମିନ୍ସଙ୍କ ବଦଳରେ ସ୍ମିଥ ଦଳର…

ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ନେଲେ ଜଗନମୋହନ ମୀନା

ଭୁବନେଶ୍ବର: ରାଜଧାନୀର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା । ଆଜି କଟକ ଛାଡ଼ି ଭୁବନେଶ୍ବର ଡିସିପି ଭାବେ ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି ଡିସିପି ମୀନା । ଦାୟିତ୍ବ ନେବା ପରେ ନିଜର ଅଭିଭାଷଣରେ ମୀନା କହିଛନ୍ତି, ଅପରାଧ ତଦନ୍ତ, ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ…