୧୫ ବର୍ଷର ପୁରୁଣା ଗାଡି଼ ହୋଇଥିଲେ ମିଳିବନି ପେଟ୍ରୋଲ-ଡିଜେଲ୍…
ନୂଆଦିଲ୍ଲୀ: ରାଜଧାନୀରେ ବଢ଼ୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।
ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା ଶନିବାର ଦିନ କହିଛନ୍ତି ଯେ ମାର୍ଚ୍ଚ ୩୧ ପରେ ଦିଲ୍ଲୀରେ ଚଳାଚଳ କରୁଥିବା ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଏବଂ ଡିଜେଲ ମିଳିବ…