Latest Odisha News

BREAKING NEWS

Yearly Archives

2025

ହଲିଉଡରେ ସଲମାନଙ୍କ ଏଣ୍ଟ୍ରି, ଫାଷ୍ଟ ଲୁକ ଭାଇରାଲ୍

ମୁମ୍ବାଇ: ହଲିଉଡରେ ସଲମାନଙ୍କ ଏଣ୍ଟ୍ରି। ସଲମାନ ଖାନ ଏବଂ ସଞ୍ଜୟ ଦତ୍ତ ସାଉଦି ଆରବରେ ଏକ ହଲିଉଡ୍ ଫିଲ୍ମର ସୁଟିଂ କରୁଥିବା ଜଣାପଡିଛି। ଏହି ଫିଲ୍ମଟି ୨୦୨୧ ମସିହାରେ ଆସିଥିବା ଆର୍ଜେଣ୍ଟିନା ଫିଲ୍ମ ସେଭେନ୍ ଡଗ୍ସର ରିମେକ୍ ବୋଲି କୁହାଯାଉଛି। ଯେଉଁଥିରେ ଉଭୟ ଅଭିନେତା କ୍ୟାମିଓ କରୁଥିବାର…

ଗିଲଙ୍କ ଶତକ: ୬ ୱିକେଟରେ ଭାରତ ବିଜୟୀ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ଭାରତ ପ୍ରଥମ ମ୍ୟାଚରେ ଶୁଭମନ ଗିଲଙ୍କ ଆକର୍ଷଣୀୟ ଶତକ ସହାୟତାରେ ବାଂଲାଦେଶକୁ ୬ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୨୮ ରନ କରିବାକୁ ସକ୍ଷମ ହୋଇଥିଲା ।…

ଏହି ବ୍ୟାଙ୍କଗୁଡିକ ଦେଉଛନ୍ତି ସବୁଠାରୁ ଶସ୍ତା ହୋମ ଲୋନ୍..

ଭୁବନେଶ୍ବର: ସାରା ଦେଶରେ ଘରର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବିଶେଷ କଥା ହେଉଛି ଘରଗୁଡ଼ିକର ଚାହିଦା ବର୍ତ୍ତମାନ କେବଳ ସ୍ୱଳ୍ପ ବଜେଟ୍ କିମ୍ବା ମଧ୍ୟମ ବଜେଟରେ ସୀମିତ ନୁହେଁ ବରଂ ହାଇ ବଜେଟରେ ମଧ୍ୟ ପହଞ୍ଚିଲାଣି । ଘରଗୁଡିକର ଚାହିଦା ବୃଦ୍ଧି ହେତୁ ହୋମ ଲୋନ୍ ର ଚାହିଦା ମଧ୍ୟ…

କିଟ୍ ଛାତ୍ରୀ ମୃତ୍ୟୁ ଘଟଣା; ଆଉ ୫ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଆଉ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ୪ ବାଉନସରଙ୍କ ସହ ଜଣେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସର ଗିରଫ ହୋଇଛନ୍ତି । ଗିରଫ ମାନେ ହେଲେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସର ରମାକାନ୍ତ ସେଠୀ, ବାଉନସର ଅଜୟ ସ୍ବାଇଁ, ସରୋଜ…

ସଚିନଙ୍କୁ ପଛରେ ପକାଇଲେ ରୋହିତ

ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭାରତର ଅଧିନାୟକ ରୋହିତ ଶର୍ମା ଦିନିକିଆ କ୍ରିକେଟରେ ୧୧୦୦୦ ରନ ପୂର୍ଣ୍ଣ କରିଛନ୍ତି । ବାଂଲାଦେଶ ବିପକ୍ଷ ମ୍ୟାଚରେ ସେ ୧୨ ରନ କରି ବ୍ୟାଟିଂ କରୁଥିବା ବେଳେ ଏହି କୀର୍ତିମାନ ସ୍ଥାପନ କରିଥିଲେ । ସେ ୪ର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ୧୧୦୦୦…

ସମ୍ଭାଜି ମହାରାଜଙ୍କ ସମ୍ପର୍କିତ ବିବାଦୀୟ କଣ୍ଟେଣ୍ଟ ହଟାଇବା ପାଇଁ ୱିକିପିଡିଆକୁ ନୋଟିସ

ମୁମ୍ବାଇ: ଲୋକପ୍ରିୟ ଅନଲାଇନ୍ ଏନସାଇକ୍ଲୋପିଡିଆ ଉଇକିପିଡ଼ିଆରେ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ବିଷୟରେ  ଆପତ୍ତିଜନକ ତଥ୍ୟ ଲେଖାଯାଇଥିବାରୁ ମହାରାଷ୍ଟ୍ରରେ ଏ ନେଇ  ବିବାଦ ସୃଷ୍ଟି ହୋଇଛି। ତେବେ ଏଥିରେ ଏଭଳି ଅନେକ କଥା ଉଲ୍ଲେଖ ରହିଛି ଯାହାର ଛତ୍ରପତିଙ୍କ ଜୀବନ ସହିତ କୌଣସି ସାମଞ୍ଜସ୍ୟ…

ବିଜୁ ପଟ୍ଟନାୟକ ବିମାନବନ୍ଦରେ ଖୁବଶୀଘ୍ର ଆରମ୍ଭ ହେବ ଟର୍ମିନାଲ-୩

ଭୁବନେଶ୍ୱର: ଖୁବଶୀଘ୍ର ତୃତୀୟ ଟର୍ମିନାଲ ଆରମ୍ଭ କରିବାକୁ ଯାଉଛି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର । ଆଗାମୀ ୨ରୁ ୩ ମାସ ମଧ୍ୟରେ ଟର୍ମିନାଲ ୩ର ନିର୍ମାଣ କାର୍ଯ୍ୟ ୩୦ ହଜାର ବର୍ଗ ମିଟର ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ୨୦୨୫ ଏପ୍ରିଲରେ…

ଇତିହାସ ରଚିଲା ଚୀନର ଆନିମେଟେଡ ଫିଲ୍ମ ନେ ଝା ୨

ନୂଆଦିଲ୍ଲୀ: ଚୀନର ଆନିମେଟେଡ ଫିଲ୍ମ ନେ ଝା ୨ ବିଶ୍ୱ ବକ୍ସ ଅଫିସରେ ଝଡ ସୃଷ୍ଟି କରିଛି । ଏହାର ବିଶ୍ୱର ସର୍ବାଧିକ ଆୟକାରୀ ଆନିମେଟେଡ ଫିଲ୍ମ ହୋଇଛି । ବୁଧବାର ଏହି ଫିଲ୍ମ ରିଲିଜ ହେବା ପରଠାରୁ ଏ ପର୍ଯ୍ୟନ୍ତ ୧୪ ହଜାର ୭୨୮ କୋଟି ଟଙ୍କା ଆୟ କରିସାରିଛି । ଏହା ମାତ୍ର ୨ ଦିନରେ ବିଶ୍ୱର ୮ମ…

ଅଫିସରୁ ଘରକୁ ଆସିବା ପରେ ଏହି ଟିପ୍ସ ଆପଣାନ୍ତୁ; ଦୂର ହେବ ଥକ୍କାପଣ ଏବଂ ଚାପ

ଭୁବନେଶ୍ବର: ସକାଳେ ଅଫିସକୁ ଯିବା ଏବଂ ରାତିରେ ଘରକୁ ଫେରିବା, ଏହାପରେ ପରିବାରକୁ ସମୟ ଦେବା ଏବଂ ଘର କାମ କରିବା । ଏପରି ବ୍ୟସ୍ତ ଜୀବନଶୈଳୀ ଭିତରେ ଦିନ ବିତିଯାଇଥାଏ । ବ୍ୟକ୍ତି ଜଣକ ନିଜ ପାଇଁ ସମୟ ଖୋଜିବାକୁ ଅସମର୍ଥ ହୋଇଥାଏ । ଯେଉଁଥିପାଇଁ ଉଭୟ ମାନସିକ ଏବଂ ଶାରୀରିକ ସ୍ତରରେ କ୍ଳାନ୍ତ…

ବିଦେଶରେ ମେଡିକାଲ ପଢିବାକୁ ଚାହୁଁଥିଲେ ନିଟ୍ ୟୁଜି ବାଧ୍ୟତାମୂଳକ

ନୂଆଦିଲ୍ଲୀ: ପ୍ରତିବର୍ଷ ଭାରତରୁ ଏମବିବିଏସ ପଢିବାକୁ ହଜାର ହଜାର ଛାତ୍ରଛାତ୍ରୀ ବିଦେଶକୁ ଯାଇଥାନ୍ତି। ବର୍ତ୍ତମାନ ସମୟରେ ବିଦେଶରେ ପଢିବାକୁ ଚାହୁଁଥିବା ପିଲାମାନଙ୍କ ପାଇଁ ନିଟ୍ ୟୁଜି ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ତେବେ ବୁଧବାର ଦିନ ସୁପ୍ରିମକୋର୍ଟ ମେଡିକାଲ କାଉନସିଲ ଅଫ…