Latest Odisha News

BREAKING NEWS

Yearly Archives

2025

ଏଭଳି ଇଣ୍ଟେରିୟର ବଦଳାନ୍ତୁ ଛୋଟ ଘର ଦିଶିବ ବଡ !

ଭୁବନେଶ୍ବର:ବଡ ଘର ପ୍ରାୟ ସମସ୍ତଙ୍କ ପସନ୍ଦ । କିନ୍ତୁ ଅର୍ଥର ଅଭାବ ହେଉ ଅବା ଜାଗାର ଅଭାବ ଯୋଗୁଁ ଏହି ଇଚ୍ଛା ପୂରା ହୋଇପାରେ ନାହିଁ । ଜାଣି ରଖନ୍ତୁ ଜଣେ ବ୍ୟକ୍ତି ଘରର ଇଣ୍ଟେରିୟରକୁ ବଦଳାଇ ଘରକୁ ସ୍ପେସିଅସ୍‌ ଲୁକ୍‌ ଦେଇପାରିବେ । ଯାହା ଦ୍ବାରା ଛୋଟ ଘର ବଡ ଦିଶିବ । -ସବୁ ରୁମ୍‌ରେ…

ପୂର୍ବତନ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

କୋଲକାତା: ପୂର୍ବତନ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ। କୋଲକାତା ଦୁର୍ଗାପୁର ଏକ୍ସପ୍ରେସୱେ ଦାଦୁପୁର ନିକଟରେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଗଲେ ସୌରଭ ଗାଙ୍ଗୁଲି। ଏକ ବିଶ୍ବବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରୁଥିଲେ। ଏହି…

ନିଖୋଜ ନାବାଳିକାକୁ ଖୋଜୁଥିଲା ପୋଲିସ, ଧରାପଡିଲା ଦେହ ବ୍ୟବସାୟୀ ଗ୍ୟାଙ୍ଗ

ପୁରୀ: ତାଳବଣିଆ ପୋଲିସକୁ ବଡ଼ ସଫଳତା। ନିଖୋଜ ନାବାଳିକାକୁ ଖୋଜୁ ଖୋଜୁ ଧରାପଡିଲା ଦେହ ବ୍ୟବସାୟ ଗ୍ୟାଙ୍ଗ। କିଙ୍ଗପିନ ରଞ୍ଜୁଲତା ଦାସଙ୍କ ସମେତ ୧୨ ଜଣଙ୍କୁ ଗିରଫ କଲା ପୋଲିସ। ଜୋରଜବରଦସ୍ତ ସେକ୍ସ ରାକେଟ ଚଳାଉଥିଲା ରଞ୍ଜୁଲତା । ଧରମ ମାଆ ସାଜି ଦୁଇ ନାବାଳିକାଙ୍କ ସହ ତାଙ୍କ ମାଆଙ୍କୁ…

ବିଜୁଳି ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ପଶ୍ଚିମାଝଡ ସହ ଟ୍ରପ୍‌ଲାଇନ ସକ୍ରିୟ ରହିଛି। ଏହାର ପ୍ରଭାବରେ ଫେବୃଆରୀ ୨୦ରୁ ୨୩ ତାରିଖ ଅର୍ଥାତ୍‌ ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅର୍ଦ୍ଧାଧିକ ଜିଲ୍ଲାରେ ଜାରି ରହିଛି ବର୍ଷା। ବିଜୁଳି…

କଖାରୁ ମଞ୍ଜି ଖାଆନ୍ତୁ; ଫିଟ୍ ରୁହନ୍ତୁ

ଭୁବନେଶ୍ବର: ପୋଷକତତ୍ତ୍ୱରେ ଭରପୂର ଅଟେ କଖାରୁ ମଞ୍ଜି । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।  ସେଥିରେ ଥିବା ଫାଇବର, ପ୍ରୋଟିନ୍, ମିନେରାଲ, ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ମୁଖ୍ୟତଃ ଜିଙ୍କ, ଆଇରନ୍, ପ୍ରୋଟିନ୍, ଓମେଗା -୩ ଫ୍ୟାଟି ଏସିଡ୍,…

ମୀନ ରାଶିରେ ବୁଧ –ଶୁକ୍ର ହେବେ ଏକାଠି , ଖୋଲିବ ଏହି ରାଶିମାନଙ୍କ ଭାଗ୍ୟ

ଭୁବନେଶ୍ବର:ଆଗାମୀ ଅମାବାସ୍ୟାରେ ବୁଧଙ୍କ ଚଳନ ହେତୁ ମୀନ ରାଶିରେ ଶୁକ୍ର ଓ ବୁଧ ଗ୍ରହ ଏକାଠି ହେବେ । ଫଳରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି ହେବ । ଏହି ବିଶେଷ ରାଜଯୋଗରେ ଅତ୍ୟନ୍ତ ଶୁଭଫଳ ମିଳିବ । ଶୁକ୍ର ଗ୍ରହ ଧନ, ବୈଭବ, ସୁଖ-ସମୃଦ୍ଧି,ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ-ଆରାମ ଓ ପ୍ରେମର କାରକ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଗୁରୁବାର କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ତାଙ୍କୁ ଶୁକ୍ରବାର ଦିନ ଡିସଚାର୍ଜ କରାଯାଇପାରେ ବୋଲି ସୂଚନା ମିଳିଛି । ସାର୍ ଗଙ୍ଗାରାମ ହସ୍ପିଟାଲର ପରିଚାଳନା ବୋର୍ଡର ଅଧ୍ୟକ୍ଷ…

ଲାଇଭ ଶୋ’ରେ ଆସିଲେ ସମୟ ରାଇନା, କହିଲେ ‘ମୋର ସମୟ ଖରାପ ଚାଲିଛି’

ମୁମ୍ବାଇ: 'ଇଣ୍ଡିଆଜ ଗଟ୍ ଲାଟେଣ୍ଟ୍' ଶୋ’ରେ ବିବାଦୀୟ ମନ୍ତବ୍ୟ ପାଇଁ ସବୁଠୁ ଚର୍ଚ୍ଚାରେ ରହିଛନ୍ତି ସମୟ ରାଇନା । ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ପରେ ସେ ଏବେ ଭାରତ ଛାଡି କାନାଡାରେ ଅଛନ୍ତି । ଏହି ସମୟରେ ଏକ ଲାଇଭ ଶୋ' କରି ମାମଲା ଉପରେ ମୁହଁ ଖୋଲିଛନ୍ତି ସମୟ ରାଇନା । କାନାଡାର…

ହାତୀ ଚଳପ୍ରଚଳ ଅଞ୍ଚଳରେ ଟ୍ରେନ ଯାତାୟାତ ସୁଗମ ପାଇଁ ରେଳବାଇ ଓ ବନବିଭାଗ ମଧ୍ୟରେ ସମନ୍ବୟ ବୈଠକ

ଭୁବନେଶ୍ବର: ହାତୀମାନଙ୍କର ସୁଗମ ଯାତାୟାତ, ଦୁର୍ଘଟଣାକୁ ଏଡାଇବା ଏବଂ ଅତ୍ୟଧିକ ହାତୀ ସତର୍କତା କାରଣରୁ ଟ୍ରେନ୍ ବିଳମ୍ବକୁ ହ୍ରାସ କରିବା ପାଇଁ ଖୋର୍ଦ୍ଧା ରୋଡ଼ ରେଳବାଇ କର୍ତ୍ତୃପକ୍ଷ ଏବଂ ବନ ଅଧିକାରୀଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା କରିବା ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି…

ମଣିପୁରରେ ରାଜ୍ୟପାଳଙ୍କ ଚେତାବନୀ, ୭ ଦିନ ଭିତରେ ଲୁଟ୍ ଅସ୍ତ୍ରଶସ୍ତ୍ର ଫେରାଅ

ନୂଆଦିଲ୍ଲୀ: ୭ ଦିନ ଭିତରେ ଲୁଟ୍ ଅସ୍ତ୍ରଶସ୍ତ୍ର ଫେରାଅ। ଜନସାଧାରଣଙ୍କୁ ଏଭଳି ଅଲ୍ଟିମେଟମ୍ ଦେଇଛନ୍ତି ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା। ସୂଚନା ଅନୁଯାୟୀ, ହିଂସା ଗ୍ରସ୍ତ ରାଜ୍ୟରେ ଅବୈଧ ଭାବରେ ରଖାଯାଇଥିବା ଅସ୍ତ୍ରଶସ୍ତ୍ରକୁ ସ୍ୱେଚ୍ଛାକୃତ ଭାବରେ ଫେରାଇବାକୁ ସେ ଅନୁରୋଧ…