ଆମେରିକାରେ ଭୟଙ୍କର ବନ୍ୟା : ୧୫ ମୃତ
ନୂଆଦିଲ୍ଲୀ: ଆମେରିକାର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ ହେଉଥିବା ବେଳେ ଆଉ କେତେକ ସ୍ଥାନରେ ପ୍ରବଳ ବର୍ଷା ଲୋକଙ୍କ ସମସ୍ୟା ବଢାଇଛି । ପ୍ରବଳ ବର୍ଷା ଯୋଗୁଁ ନଦୀ ଜଳସ୍ତର ବଢିଯାଇଛି । ରାସ୍ତାଘାଟରେ ପାଣି ଭରିଯାଇଛି । ପାଣି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଆମେରିକାର ୬ ରାଜ୍ୟ ଯଥା…