ଚାଣକ୍ୟଙ୍କ ଏହି ବାଣୀ ଶୁଣିଲେ ଆଉ କେବେ ପ୍ରେମ କରିବେନି, ଆସନ୍ତୁ ଜାଣିବା କ’ଣ କହିଛନ୍ତି ସେ
ପ୍ରେମମୟ ଜୀବନ ବତାଇବାକୁ ସମସ୍ତେ ଚାହାଁନ୍ତି। ଟିକିଏ ପ୍ରେମ ପାଇଁ ତ ଦୁନିଆ ଚିଲିଛି। କୁହାଯାଏ ପ୍ରେମ ହେଉଛି ଏମିତି, ଯେଉଁଠି ତ୍ୟାଗ ସର୍ବପରି ଆଉ ସମର୍ପଣ ଆପେ ଆସେ। ହେଲେ ଏହି ପ୍ରେମକୁ ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟଙ୍କ ଯୁକ୍ତି କିନ୍ତୁ ଅଲଗା।…