Latest Odisha News

BREAKING NEWS

Yearly Archives

2025

କାଠଯୋଡିରୁ ମିଳିଲା ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ

କଟକ: କଟକର କାଠଯୋଡି ନଦୀ କୂଳରେ ବୁଧବାର ଦିନ ଜଣେ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ପ୍ରତୀକ ଦାସ ବୋଲି ଜଣାପଡିଛି। ସେ ଭୁବନେଶ୍ୱରର ନୀଳାଦ୍ରି ବିହାରର ବାସିନ୍ଦା। ସୂଚନା ଅନୁଯାୟୀ, ପ୍ରତୀକ ମଙ୍ଗଳବାରଠାରୁ ନିଖୋଜ ଥିଲେ। ସେ ଘରକୁ ନ ଫେରିବାରୁ…

ଆଜି ମାଘ ପୂର୍ଣ୍ଣିମା; ରାତିରେ ଆକାଶରେ ଦେଖାଯିବ ସ୍ନୋ ମୁନ୍..

ନୂଆଦିଲ୍ଲୀ: ଆଜି ହେଉଛି ମାଘ ପୂର୍ଣ୍ଣିମା । ଆଜି ରାତିରେ ଆକାଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖାଯିବ । ତୁଷାର ଚନ୍ଦ୍ର ବା ସ୍ନୋ ମୁନ୍ ଦେଖାଯିବାର ସୂଚନା ରହିଛି । ଏହି ମାସରେ ପ୍ରବଳ ତୁଷାରପାତ ହେଉଥିବାରୁ ଜ୍ୟୋତିର୍ବିଜ୍ଞାନ ମାନେ ମାଘ ପୂର୍ଣ୍ଣିମାରେ ଦେଖାଯାଉଥିବା ଚନ୍ଦ୍ର ର ନାମ ସ୍ନୋ…

୧୬ରୁ କ୍ରିକେଟ୍ ଲିଗ୍; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବୋନି କପୁର ଏବଂ ଅର୍ଜୁନ କପୁର

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ କଟକ ବାରବାଟି ଷ୍ଟାଡିୟମରେ ହେବ ସେଲିବ୍ରେଟି କ୍ରିକେଟ ଲିଗ୍। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିଛନ୍ତି ବଲିଉଡ୍ ଅଭିନେତା ଅର୍ଜୁନ କପୁର ଓ ପ୍ରଯୋଜକ ବୋନୀ କପୁର। ସୂଚନା ଅନୁଯାୟୀ, ଏନେଇ ଦୁହେଁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।…

ଓଡିଶାରୁ ହେଉଛି ସବୁଠୁ ଅଧିକ ମହିଳା ଓ ଶିଶୁ ଚାଲାଣ

ପୁରୀ: ଓଡିଶାରୁ ସର୍ବାଧିକ ମହିଳା ଓ ଶିଶୁ ଚାଲାଣ ହେଉଛି । ଆଜି ପୁରୀରେ ଆୟୋଜିତ ‘ମାନବ ଚାଲାଣ’ ସମ୍ପର୍କିତ ସଚେତନତା କର୍ମଶାଳାରେ କିଛି ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି, ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର । ଖାଲି ସେତିକି ନୁହେଁ, ଯେଉଁମାନଙ୍କୁ ବି ଉଦ୍ଧାର କରାଯାଉଛି,…

ସରକାରୀ ଯୋଜନା ପାଇଁ କାମ କରିବାକୁ ଚାହୁଁନାହାନ୍ତି ଭାରତୀୟ ଶ୍ରମିକ: ଏଲଆଣ୍ଡଟି ଚେୟାରମ୍ୟାନ

ନୂଆଦିଲ୍ଲୀ: ଲାର୍ସନ ଆଣ୍ଡ ଟୁବ୍ରୋ (ଏଲ ଆଣ୍ଡ ଟି) ଅଧ୍ୟକ୍ଷ ଏସଏନ ସୁବ୍ରମଣ୍ୟମ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ କର୍ମଚାରୀମାନଙ୍କୁ ୯୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇ ବିବାଦ ଘେରକୁ ଆସିଥିଲେ। ଏବେ ପୁଣି ଆଉ ଏକ ବୟାନ ପାଇଁ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଯାଇଛି।…

ବିବାହ କରିବେ ରାହୁଲ ଗାନ୍ଧୀ! ଭାଇରାଲ ହେଲା କାର୍ଡ

ନୂଆଦିଲ୍ଲୀ: ନିର୍ବାଚନ ଜିତିବା ହାରିବା ନେଇ କଂଗ୍ରେସ ଯେତିକି ଚର୍ଚ୍ଚାରେ ନାହିଁ ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ତା ଠାରୁ ଅଧିକ ଚର୍ଚ୍ଚା ହୁଏ । ଯୁବାବୟସ ଅତିକ୍ରମ କରିଥିବା କଂଗ୍ରେସର ଯୁବରାଜ କେବେ ବିବାହ କରିବେ ସେ ନେଇ ଆଲୋଚନା ସମାଲୋଚନା ମଧ୍ୟ କରାଯାଏ । ତେବେ ସବୁ ପ୍ରତୀକ୍ଷାର…

‘କଂଗ୍ରେସ କ୍ଷମତାକୁ ଆସିଲେ ମୁଁ ମୁଖ୍ୟମନ୍ତ୍ରୀ ହେବିନାହିଁ’

ଭୁବନେଶ୍ବର: କ୍ଷମତାକୁ ଫେରିଲେ ମୁଖ୍ୟମନ୍ତ୍ରୀ ହେବିନାହିଁ । ଯେଉଁମାନେ କଂଗ୍ରେସକୁ ଫେରିବେ ସେମାନଙ୍କୁ ବିନା ସର୍ତ୍ତରେ ଗ୍ରହଣ କରାଯିବ । ରାଜ୍ୟ କଂଗ୍ରେସର ମଙ୍ଗ ଧରିବା ପରେ ଆଜି କିଛି ଏମିତି ବଡ ବୟାନ ଦେଇଛନ୍ତି ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ । ବହୁ ଆଲୋଚନା ଏବଂ ସମାଲୋଚନା…

ଆପାର୍ଟମେଣ୍ଟ ପଞ୍ଜିକରଣ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ

କଟକ: ବୁଧବାର ରାଜ୍ୟ ସରକାରଙ୍କ ଆପାର୍ଟମେଣ୍ଟ ପଞ୍ଜିକରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଗୃହ ଓ ନଗର ନିର୍ମାଣ ବିଭାଗ ଦ୍ବାରା ଅଣାଯାଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ପକ୍ଷରୁ ରହିତାଦେଶ ଜାରି ହୋଇଛି । ଫେବୃଆରୀ ୧ରେ ବିଭାଗ ପକ୍ଷରୁ ଏହି…

ରାଗିଂର ଭୟଙ୍କର ରୂପ, ଗୁପ୍ତାଙ୍ଗରେ ଝୁଲାଉଥିଲେ ଡମ୍ବଲ୍ସ… 

ଥିରୁବନନ୍ତପୁରମ: କେରଳର ଏକ ସରକାରୀ କଲେଜରେ ରାଗିଂର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ପାଞ୍ଚ ଜଣ ତୃତୀୟ ବର୍ଷର ଡାକ୍ତରୀ ଛାତ୍ର ରାଗିଂ ନାମରେ ସମସ୍ତ ବର୍ବରତାକୁ ଟପିଯାଇଛନ୍ତି। ଏହି ଘଟଣାଟି କୋଟ୍ଟାୟମର ସରକାରୀ ନର୍ସିଂ କଲେଜରେ ଘଟିଛି। ଅଭିଯୋଗ ଅନୁଯାୟୀ ପାଞ୍ଚ ଜଣ ସିନିଅର…

୧୯୮୪ ଶିଖ୍ ବିରୋଧି ଦଙ୍ଗା: କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୧୯୮୪ ଶିଖ୍ ବିରୋଧି ଦଙ୍ଗା ମାମଲାର କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ । ତେବେ ତାଙ୍କୁ ଦଣ୍ଡ ଶୁଣାଣୀ ଆସନ୍ତା ଫେବୃଆରୀ ୧୮ ତାରିଖରେ କରାଯିବ । ୧ ନଭେମ୍ବର ୧୯୮୪ରେ ଦିଲ୍ଲୀର ସରସ୍ୱତୀ ବିହାରରେ ଜସୱନ୍ତ ସିଂହ ଏବଂ…