Latest Odisha News

BREAKING NEWS

Yearly Archives

2025

କାହିଁକି ଭଗବାନ ଶିବଙ୍କୁ ପୂଜା କରନ୍ତି ଉଭୟ ଦେବତା ଏବଂ ରାକ୍ଷସ

ଭୁବନେଶ୍ଵର: ହିନ୍ଦୁ ଧର୍ମ ଅନୁସାରେ ୩୩ କୋଟି ଦେବୀ ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଏ । କିନ୍ତୁ ସର୍ବତ୍ର ମୁଖ୍ୟତଃ ତ୍ରୀଦେବ ଅର୍ଥାତ୍ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ଵରଙ୍କୁ ପୂଜା କରାଯାଏ । କିନ୍ତୁ ଏମାନଙ୍କ ମଧ୍ୟରେ ଜଣେ ଦେବତା ଏପରି ଅଛନ୍ତି ଯାହାଙ୍କୁ କେବଳ ଦେବତା କି ନରନାରୀ ନୁହେଁ…

ମହାଶିବରାତ୍ରୀରେ ମହାସଂଯୋଗ: ଏହି ରାଶି ଉପରେ ହେବ ଧନ ବର୍ଷା

ଭୁବନେଶ୍ବର:ଚଳିତ ବର୍ଷର ମହାଶିବରାତ୍ରୀ ୨୬ ଫେବୃଆରୀ (ବୁଧବାର) ପାଳନ କରାଯିବ। ଏହି ଦିନ ପ୍ରଭୁ ଶିବଙ୍କ ଆରାଧନା କରିବାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ । ଗରୁଡ,ପଦ୍ମ,ଶିବ, ଅଗ୍ନି ପୁରାଣରେ ମହାଶିବରାତ୍ରୀର ମହିମାର ବିଶେଷ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। ଚଳିତ ବର୍ଷର ଶିବରାତ୍ରୀରେ…

ଏପରି ସ୍ଥାନ ଯେଉଁଠି ଶତାବ୍ଦୀ ଧରି ହୋଇନି ବର୍ଷା, ହେଲେ ହୃଦୟକୁ ଛୁଏଁ ପ୍ରାକୃତିକ ଦୃଶ୍ୟ

ନୂଆଦିଲ୍ଲୀ: ଦୁନିଆରେ ଏପରି ଏକ ଗାଁ ଅଛି ଯେଉଁଠାରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ବର୍ଷା ବିନ୍ଦୁ ସେଠାରେ ପଡିନାହିଁ? ଏହା ଶୁଣିବାକୁ ଅଜବ ଲାଗୁଥାଇପାରେ ହେଲେ ଏହା ସତ ଅଟେ । ଏହି ଅନନ୍ୟ ଗାଁଟି ଶତାବ୍ଦୀ ଧରି ଏହି ଅବସ୍ଥାରେ ରହିଛି, ଯେଉଁଠାରେ ପାଗ ପରିବର୍ତ୍ତନ ହୁଏ, କିନ୍ତୁ କେବେ ବର୍ଷା…

ଏହି ଧର୍ମର ଲୋକମାନେ ବିଶ୍ୱର ସବୁଠାରୁ ଧନୀ, ଜାଣନ୍ତୁ ଗରିବ ତାଲିକାରେ କିଏ ଅଛନ୍ତି?

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଧନୀ ଲୋକଙ୍କର ଅନେକ ସଂଖ୍ୟା ନ ରହିଛି । ଏକ ସମୟରେ ବିଲ୍ ଗେଟ୍ସ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାର ଶୀର୍ଷରେ ଥିଲେ, କିନ୍ତୁ ବର୍ତ୍ତମାନ ଦୀର୍ଘ ସମୟ ଧରି ଟେସଲା ମାଲିକ ଏଲନ୍ ମସ୍କ ବିଶ୍ୱର ପ୍ରଥମ ଧନୀ ବ୍ୟକ୍ତି ଅଛନ୍ତି । ତଥାପି, ଯଦି ବିଶ୍ୱର…

ଫୋନପେ ଏହି ବ୍ୟବସାୟକୁ କଲା ବନ୍ଦ ,କମ୍ପାନୀ ଆରବିଆଇକୁ ଲାଇସେନ୍ସ ଫେରସ୍ତ କରିବ

ନୂଆଦିଲ୍ଲୀ:ଦେଶର ଫିନଟେକ୍ କମ୍ପାନୀ ଫୋନ୍ ପେ ଶୁକ୍ରବାର ଦିନ 'ଆକାଉଣ୍ଟ୍ ଏଗ୍ରିଗେସନ୍'(Account Aggregation AA) ବ୍ୟବସାୟରୁ ବାହାରିଯାଇଛି । କମ୍ପାନୀ କହିଛି ଯେ, କମ୍ପାନୀ ଆଶା ଅନୁସାରେ ସେବା ଯୋଗାଇବା ପାଇଁ ପର୍ଯ୍ୟାପ୍ତ ସହଭାଗିତା ଯୋଗ କରିପାରି ନାହିଁ, ତେଣୁ ଏହି ନିଷ୍ପତ୍ତି…

ରାୟଗଡାରେ ହେବ ନୂଆ ରେଳ ଡିଭିଜନ, ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ବର: ରାୟଗଡାରେ ନୂଆ ରେଳ ଡିଭିଜନ ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏବେ  ଓ୍ବାଲଟିୟର ଡିଭିଜନର ନୂଆ ନାମ ବିଶାଖାପାଟଣା ଡିଭିଜନ ହେବ ଓ ଏହା ଦକ୍ଷିଣ ତଟ ରେଳପଥ ଅଧିନରେ ରହିବ। ସେହିପରି ଏକ ନୂଆ ରେଳ ଡିଭିଜନ ଭାବରେ ରାୟଗଡ଼ା ଡିଭିଜନ ସ୍ଥାପନ କରାଯିବ । …

ଭାରତ-ଇଂଲଣ୍ଡ: ଖାଣ୍ଟି ଘିଅରେ ପ୍ରସ୍ତୁତ ଓଡ଼ିଆ ଖାଦ୍ୟ ସହ ଖେଳାଳି ଚାଖିବେ ୩ଶହ ପ୍ରକାର ବ୍ୟଞ୍ଜନ

ଭୁବନେଶ୍ୱର: ଫେବୃଆରୀ ୯ରେ ବାରବାଟୀରେ ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ହେବ ସୁପର ଫାଇଟ୍ । ଏହି ପ୍ରରିପେକ୍ଷୀରେ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି । ସେଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଦୁଇ ଦେଶର ଖେଳାଳିଙ୍କୁ ଭୁବନେଶ୍ୱରର ମେ’ ଫେୟାର ହୋଟେଲକୁ ନିଆଯାଇଛି । ଖେଳାଳି ଓ…

ବିଜେପି କର୍ମୀଙ୍କୁ ଗୋଡାଇ ଗୋଡାଇ ହାଣିଲେ

ବ୍ରହ୍ମପୁର : ରାଜ୍ୟରେ ବଢି ଚାଲିଛି ଅପରାଧ। ଗୋଟିଏ ପଟେ ଚୋରି ରାହାଜାନି କାୟା ବିସ୍ତାର କରିଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ମୃତ୍ଯୁ ଧମକ ସାଙ୍ଗକୁ ଅତର୍କିତ ଆକ୍ରମଣ ନଜରକୁ ଆସୁଛି। ଆଜି ବ୍ରହ୍ମପୁରରେ ଘଟିଛି ସେହିପରି ଏକ ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ବିଜେପି…

ଗାଜାପଟିର ଲାଲ ଇତିହାସ : ରକ୍ତ ଯୁଦ୍ଧ ଭିତରେ ବିତୁଛି ଜୀବନ, ଏବେ ପୁଣି ଆମେରିକାର ଆଖି

ନୂଆଦିଲ୍ଲୀ: ଇସ୍ରାଏ ଓ ହମାସ ମଧ୍ୟରେ ଚାଲିଥିବା ରକ୍ତ ଯୁଦ୍ଧ କିଛି ଦିନ ହେବ ବନ୍ଦ ହୋଇଛି । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ବୁଝାମଣା ପରେ ଯୁଦ୍ଧରେ ଏକପ୍ରକାର ବିରାମ ଲାଗିଛି । ଏହାରି ଭିତରେ ଏହି ଦୁଇ ଦେଶରୁ ଭଲ ଖବର ମଧ୍ୟ ଆସିଛି । ଆକ୍ରମଣରେ ବନ୍ଦ ରହିଥିବା ପଣ ବନ୍ଦୀଙ୍କୁ…

ଭୁବନେଶ୍ବରରେ ଟିମ୍ ଇଣ୍ଡିଆକୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର: ବାରବାଟୀରେ ରବିବାର ଖେଳାଯିବାକୁ ଥିବା ଦିନିକିଆ କ୍ରିକେଟ ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ଖେଳାଳି। ଏକ ସ୍ୱତନ୍ତ୍ର ବିମାନ ଯୋଗେ ଉଭୟ ଦେଶର ଖେଳାଳି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଏୟାରପୋର୍ଟରୁ…