Latest Odisha News

BREAKING NEWS

Yearly Archives

2025

ବିଶ୍ୱ କର୍କଟ ଦିବସ: ମାନସ ସାହୁଙ୍କ ବାଲୁକା କଳା ମାଧ୍ୟମରେ ସଚେତନତା

ପୁରୀ: ବିଶ୍ୱ କର୍କଟ ଦିବସ ପୂର୍ବରୁ ପୁରୀ ଲାଇଟ ହାଉସ ସମ୍ମୁଖ ବେଳଭୂମିରେ ବାଲୁକା କଳା ମାଧ୍ୟମରେ ସଚେତନତା କରାଯାଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ "World Cancer Day" ବା ବିଶ୍ୱ କର୍କଟ ଦିବସ ଉପଲକ୍ଷେ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି…

ଏଫଆଇଏଚ୍‌ ପ୍ରୋ ଲିଗ୍‌ ୨୦୨୪-୨୫: ଭୁବନେଶ୍ୱରରେ ମାଗଣା ମ୍ୟାଚ୍ ଦେଖିବେ ଦର୍ଶକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ହକି ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ପୁରୁଷ ଏବଂ ମହିଳା ଏଫଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ । ଏହା ଫେବୃଆରୀ ୧୫ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଷ୍ଟାଡିୟମରେ ପ୍ରବେଶ ପାଇଁ ସମସ୍ତ ପ୍ରଶଂସକଙ୍କ ପାଇଁ ମାଗଣା ମିଳିବ ଟିକେଟ୍…

କେଉଁଠୁ ହୋଇଛି ଗଙ୍ଗା ନଦୀର ଉତ୍ପତି? ୨୫୧୦କିମି ଯାତ୍ରାରେ ବଦଳେ ୫ ଥର ନାମ

ନୂଆଦିଲ୍ଲୀ: ମହାକୁମ୍ଭ ଯୋଗୁଁ, ପ୍ରୟାଗରାଜର ସଙ୍ଗମରେ କୋଟି କୋଟି ସାଧୁ ସନ୍ଥ ଓ ଭକ୍ତଙ୍କ ସମାଗମ ହୋଇଛି । ପ୍ରୟାଗକୁ ତୀର୍ଥସ୍ଥଳର ରାଜା କୁହାଯାଏ । ଏହି ସ୍ଥାନରେ ମୋକ୍ଷଦାୟିନୀ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀ ମିଶି ତ୍ରିବେଣୀ ସଙ୍ଗମ ସୃଷ୍ଟି କରନ୍ତି । କିନ୍ତୁ ଆପଣ ଜାଣନ୍ତି କି…

ହେଲଥ୍ ୱାର୍କର ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ

କଟକ: ହେଲ୍‌ଥ ୱାର୍କର ନିଯୁକ୍ତି ଉପରେ ରୋକ୍। ମଲ୍ଟି ପର୍ପସ ହେଲଥ ୱାର୍କର ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ। ଆସନ୍ତା ଶୁଣାଣି ଯାଏଁ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ। ପ୍ରକ୍ରିୟା ଜାରି ରହିଲେ ବି ପରବର୍ତ୍ତୀ ଆଦେଶ ଯାଏଁ ନିଯୁକ୍ତି ବନ୍ଦ ପାଇଁ ନିର୍ଦ୍ଦେଶ…

ଆସନ୍ତା ମାସରୁ କାର୍ତ୍ତିକ ଆର୍ୟନଙ୍କ ‘ଆଶିକି ୩’ର ସୁଟିଂ ଆରମ୍ଭ

ମୁମ୍ବାଇ: କମେଡି ଏବଂ ହରର ସିନେମାରେ ଅଭିନୟ କରି ବଲିଉଡରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥିବା ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଆଗାମୀ ଫିଲ୍ମ 'ଆଶିକି ୩'କୁ ନେଇ ଚର୍ଚ୍ଚାରେ। ଫିଲ୍ମ 'ଆଶିକି ୩'ର ସୁଟିଂ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି।ଫିଲ୍ମର ନିର୍ଦ୍ଦେଶକ ଅନୁରାଗ ବାସୁ…

ଉଦିତ ନାରାୟଣଙ୍କ ପିଛା ଛାଡୁନି ବିବାଦ: ଏବେ ଗାୟିକାଙ୍କୁ କିସ୍ କରୁଥିବା ଭିଡିଓ ଭାଇରାଲ

ମୁମ୍ବାଇ: ପିଛା ଛାଡୁନି ବଲିଉଡର ଜଣାଶୁଣା ଗାୟକ ଉଦିତ ନାରାୟଣଙ୍କ ବିବାଦ। ସୋସିଆଲ ମିଡିଆରେ କିସିଙ୍ଗ ଭିଡିଓ ଭାଇରାଲ ହେବା ପରେ ଏବେ ଉଦିତଙ୍କ କିଛି ପୁରୁଣା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ କିଛି ଗାୟିକାଙ୍କୁ ଚୁମ୍ବନ କରୁଛନ୍ତି। ଏହି ପୁରୁଣା ଭିଡିଓ ଏବେ ପୁଣି ଥରେ ଭାଇରାଲ…

କୋହଲିଙ୍କୁ ଆଉଟ କରିବା ପାଇଁ ବସ ଡ୍ରାଇଭର ହିମାଂଶୁଙ୍କୁ ଦେଇଥିଲେ ବୁଦ୍ଧି

ନୂଆଦିଲ୍ଲୀ: ୧୨ ବର୍ଷ ପରେ ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରଣଜୀ ଖେଳିଥିଲେ । ଫର୍ମ ସୁଧାରିବା ପାଇଁ ସେ ଦିଲ୍ଲୀ ତରଫରୁ ରେଲୱେ ବିପକ୍ଷ ମ୍ୟାଚକୁ ଓହ୍ଲାଇଥିଲେ । ତାଙ୍କଠାରୁ ଏକ ବଡ ଇନିଂସ ଆଶା କରାଯାଉଥିଲେ ମଧ୍ୟ କୋହଲି ୬ ରନ କରି ଆଉଟ ହୋଇ ଯାଇଥିଲେ ।…

ଝାରପଡ଼ା ଜେଲରେ ଥିବା ଛାତ୍ର ନେତାଙ୍କୁ ଭେଟିଲେ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ

ଭୁବନେଶ୍ୱର: ଝାରପଡ଼ା ସ୍ଥିତ ସ୍ଵତନ୍ତ୍ର କାରାଗାରରେ ଥିବା ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଓ ଅନ୍ୟ ଛାତ୍ର ନେତାଙ୍କୁ ଆଜି ଭେଟିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହି ପରିପ୍ରେକ୍ଷୀରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଗଣମାଧ୍ୟମଙ୍କୁ…

ଅଘୋରୀ ବାବାଙ୍କ ପ୍ରେମରେ ଋଷିଆ ଯୁବତୀ

ପ୍ରୟାଗରାଜ: ଜାନୁଆରୀ ୧୪ରୁ ପ୍ରୟାଗରାଜରେ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ଏହି ମହାକୁମ୍ଭ ମେଳାରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ନେଇ ସବୁଠି ଚର୍ଚ୍ଚା। ଜଣେ ଋଷୀୟ ଯୁବତୀ ମହାକୁମ୍ଭର ଜଣେ ଅଘୋରୀ ବାବାଙ୍କୁ ବିବାହ କରିଛନ୍ତି। ଏହାର ଏକ…

କାନାଡାର ପ୍ରଧାନମନ୍ତ୍ରୀ ରେସରେ ରୁବି ଢଲ୍ଲା; ଦିନେ ଥିଲେ ବଲିଉଡ ଅଭିନେତ୍ରୀ… 

ହାଇଦ୍ରାବାଦ: କାନାଡାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନିର୍ବାଚନରେ  ରୁବି ଢଲ୍ଲାଙ୍କ ନାମ ଚର୍ଚ୍ଚାରେ ରହିଛି। ଜଷ୍ଟିନ୍ ଟ୍ରୁଡୋଙ୍କ ଇସ୍ତଫା ପରେ, କାନାଡାର ୪୫ ତମ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ଏହି ରେସରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ବଲିଉଡ୍…