ଗ୍ରାମୀ ପୁରସ୍କାରରେ ବାଜି ମାରିଲେ ଭାରତୀୟ ବଂଶଦ୍ଭବ, ଅଭିନନ୍ଦନ ଜଣାଇଲେ ମୋଦୀ
ନୂଆଦିଲ୍ଲୀ: ୬୭ତମ ଗ୍ରାମୀ ପୁରସ୍କାର ସମାରୋହରେ ବାଜି ମାରିଲେ ଭାରତୀୟ ବଂଶଦ୍ଭବ । ସଙ୍ଗୀତ କ୍ଷେତ୍ରରେ ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ସମାରୋହ ଗ୍ରାମୀ ପୁରସ୍କାର ସମାରୋହରେ ଭାରତୀୟ ଆମେରିକୀୟ ସଙ୍ଗୀତଜ୍ଞ ତଥା ଉଦ୍ୟୋଗୀ ଚନ୍ଦ୍ରିକା ଟଣ୍ଡନ ତାଙ୍କ ଆଲବମ୍ ‘ତ୍ରିବେଣୀ’ ପାଇଁ ବେଷ୍ଟ ନ୍ୟୁ…