୮ ବଜେଟ୍, ୮ ଶାଢି଼; ଅର୍ଥମନ୍ତ୍ରୀଙ୍କ ଲୁକ୍ ପଛରେ ରହିଛି ଅନେକ ବାର୍ତ୍ତା
ନୂଆଦିଲ୍ଲୀ: ୨୦୨୫ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। କ୍ରମାଗତ ଭାବେ ଏହା ତାଙ୍କର ୮ମ ବଜେଟ୍।
ଏହି ଅବସରରେ ସମସ୍ତଙ୍କ ନଜର ତାଙ୍କ ଭାଷଣ ଏବଂ ତାଙ୍କ ଲୁକ୍ ଉପରେ ରହିଥିଲା। ପ୍ରତିବର୍ଷ ପରି ଏଥର ମଧ୍ୟ ସେ ବଜେଟ୍ ପାଇଁ…