ଜେଲରୁ ବଡ଼ ବୟାନ୍ ଦେଲେ ଇମ୍ରାନ, କହିଲେ, ‘ଯଦି ମୋର କିଛି ହୁଏ, ଅସୀମ ମୁନିର ଦାୟୀ ରହିବେ’
ନୂଆଦିଲ୍ଲୀ: ଜେଲରେ ଥିବା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ତାଙ୍କ ଦଳର ସଦସ୍ୟମାନଙ୍କୁ କହିଛନ୍ତି ଯେ ଯଦି ଜେଲରେ ତାଙ୍କ ସହିତ କିଛି ଅପ୍ରୀତିକର ଘଟଣା ଘଟେ, ତେବେ ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନିର ଏଥିପାଇଁ ଦାୟୀ ରହିବେ।
ଏନେଇ ଇମ୍ରାନ ଖାନ ସୋସିଆଲ…