ଆଠଜଣଙ୍କୁ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ ସୃଜନ ପୁରସ୍କାର
ଭଦ୍ରକ: ପୂର୍ବୋତ୍ତର ଓଡ଼ିଶାର ସର୍ବବୃହତ ତଥା ଏକମାତ୍ର ଦ୍ୱିଦିବସୀୟ ସାହିତ୍ୟ ଉତ୍ସବ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ର ସୃଜନ ପୁରସ୍କାର ଚଳିତ ବର୍ଷ ପାଇଁ ଘୋଷିତ ହୋଇଛି।
ଭୁବନେଶ୍ୱରରେ ଅବସ୍ଥାପିତ ପ୍ରକାଶନ ସଂସ୍ଥା ‘ଟାଇମ୍ପାସ’ ପକ୍ଷରୁ ଭଦ୍ରକଠାରେ ବିଗତ ତିନିବର୍ଷ ଧରି ଆୟୋଜିତ…