Latest Odisha News

BREAKING NEWS

Yearly Archives

2026

ମଣ୍ଡପରେ ଚାଲିଥିଲା ସଙ୍ଗୀତ ସେରେମୋନୀ, ୩.୫ ଲକ୍ଷ ନଗଦ ନେଇ ଛୁ…

ଭୁବନେଶ୍ୱର: ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳର ଏକ ହୋଟେଲରେ ଜାନୁଆରୀ ୫ ତାରିଖରେ ଚାଲିଥିବା ଏକ ସଙ୍ଗୀତ ସମାରୋହରେ କିଛି ଚୋର କନ୍ୟାଙ୍କ ଉପହାର ବ୍ୟାଗରୁ ୩.୫ ଲକ୍ଷ ଟଙ୍କା ନେଇଯାଇଛନ୍ତି। କନ୍ୟାଙ୍କ ପିତାଙ୍କ କହିବା ଅନୁଯାୟୀ ତାଙ୍କ ସ୍ତ୍ରୀ ଟଙ୍କା ଥିବା ବ୍ୟାଗଟିକୁ ତଳେ ରଖି କିଛି ସମୟ…

Private Training Aircraft Crash: ଘରୋଇ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ, ଇଞ୍ଜିନ ଫେଲ୍ ସନ୍ଦେହ

ବେଙ୍ଗାଲୁରୁ: ପୁଣି ଏକ ବିମାନ ଦୁର୍ଘଟଣା ସାମ୍ନାକୁ ଆସିଛି । କର୍ଣ୍ଣାଟକର ବିଜୟପୁରାରେ ଏକ ଘରୋଇ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି । ରବିବାର ବିଜୟପୁରା ଜିଲ୍ଲାର ବାଲେଶ୍ୱର ତାଲୁକାର ମଙ୍ଗଲୋର ଗାଁରେ ଏହି ଘଟଣା ଘଟିଛି । ଆହତମାନଙ୍କୁ…

Epstein Files: ଏପଷ୍ଟାଇନ ଲିଙ୍କରେ ଧର୍ମଗୁରୁ ଦଲାଇ ଲାମାଙ୍କ ନାଁ, ସ୍ପଷ୍ଟୀକରଣ ଦେଲେ…

ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ନାଁ ଏବେ ଏପଷ୍ଟାଇନ ଫାଇଲ୍ସରେ ପ୍ରକାଶ ପାଇଛି। ଯାହା ଆମେରିକା ସମେତ ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରୁଛି। ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ଜାରି ଏପଷ୍ଟାଇନ ଫାଇଲ୍ସ ଦଲିଲରେ ଦଲାଇ ଲାମାଙ୍କ ନାମ ୧୬୯ ଥର ଉଲ୍ଲେଖ କରାଯାଇଛି। ଏହି…

BJD: ବିଜେଡିରୁ ନିଲମ୍ବିତ ହେଲେ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା

ପୁରୀ: ବିଜେଡିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରାଇ । ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ରାଜ୍ୟ ବିଜେଡି ମୁଖ୍ୟାଳୟ ଉପସଭାପତି ପ୍ରତାପ ଜେନା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସରୋଜିନୀଙ୍କୁ…

ୟୁକ୍ରେନ ଓ ରୁଷ ଯୁଦ୍ଧ ଜୁନ୍ ସୁଦ୍ଧା ଶେଷ କରିବାକୁ ଚାହୁଁଛି ଆମେରିକା: ଜେଲେନସ୍କି

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ଯୁଦ୍ଧକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନ ଓ ରୁଷକୁ ଯୁଦ୍ଧ ଶେଷ କରିବାକୁ ଜୁନ୍ ମାସ ପର୍ଯ୍ୟନ୍ତ ନୂଆ ସମୟସୀମା ଦେଇଛି । ଆସନ୍ତା ସପ୍ତାହରେ ଦୁଇ ଦେଶକୁ ଆଉ ଏକ ପର୍ଯ୍ୟାୟ ଆଲୋଚନା…

ଡାକ୍ତରଙ୍କୁ ନୂଆ ଦାୟିତ୍ଵ; ରୋଗୀ ଦେଖିବା ସହ ଘଉଡ଼ାଇବେ କୁକୁର…

ଯୋଧପୁର: ରାଜସ୍ଥାନର ଯୋଧପୁର ଏବଂ ଜୈସଲମେରରେ ଡାକ୍ତରମାନଙ୍କୁ ବର୍ତ୍ତମାନ ରୋଗୀଙ୍କର ଚିକିତ୍ସା କରିବା ସହ ବୁଲା କୁକୁରଙ୍କୁ ମଧ୍ୟ ହସ୍ପିଟାଲ ପରିସରରୁ ଘଉଡ଼ାଇବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ହସ୍ପିଟାଲ ଡାକ୍ତରମାନଙ୍କୁ ନୋଡାଲ ଅଧିକାରୀ ଭାବରେ ନିଯୁକ୍ତ ମଧ୍ୟ…

ଆରଏସଏସ ମୁଖ୍ୟ ପଦକୁ ନେଇ କାହିଁକି ଏଭଳି କହିଲେ ମୋହନ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ରବିବାର କହିଛନ୍ତି ଯେ ଯଦି ସଂଘ ତାଙ୍କୁ ପଦ ଛାଡିବାକୁ କୁହେ ତେବେ ସେ ତୁରନ୍ତ ଛାଡ଼ିଦେବେ। ପଦ ଛାଡ଼ିଲେ ହେଁ କାର୍ଯ୍ୟରୁ ସେ କେବେ ଅବସର ନେବେ ନାହିଁ। ସାଧାରଣତଃ କୁହାଯାଏ ଯେ ୭୫ ବର୍ଷ ବୟସ ପରେ କୌଣସି ପଦବୀ…

PM Modi in Malaysia:ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏହି ସାଥୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ; କହିଲେ- ଆମେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କ୍ୱାଲାଲମ୍ପୁରରେ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସାଥୀ ଏବଂ ଭାରତୀୟ ଜାତୀୟ ସେନା (INA)/ଆଜାଦ ହିନ୍ଦ ଫୌଜର ଜଣେ ପ୍ରବୀଣ ସୈନିକ ଜୟରାଜ ରାଜା ରାଓଙ୍କୁ(INA veteran Jeyaraj Raja Rao) ଭେଟିଛନ୍ତି । ସେ…

ମର୍ମନ୍ତୁଦ ଦୁର୍ଘଟଣା; ଦୁଇ ମୃତ, ୫ ଗୁରୁତର, ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂର ଗାଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଜଣେ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ବିଶାଖାପାଟଣା ନେଉଥିବା ସମୟରେ ଆନ୍ଧ୍ର ପ୍ରଦେଶର ନନ୍ଦିଗାମ ଜାତୀୟ ରାଜପଥରେ ଏହି…

ଯୁବକଙ୍କ ହତ୍ୟା ଘଟଣାରେ ୫ ନାବାଳକ ଅଟକ

ଝାରସୁଗୁଡ଼ା: ପ୍ରାୟ ଏକ ସପ୍ତାହ ପୂର୍ବେ ରୂପା ଚେନ୍ ଚୋରି ଅଭିଯୋଗରେ ଜଣେ ୧୯ ବର୍ଷୀୟ ଯୁବକଙ୍କ ହତ୍ୟା ଘଟଣାରେ ଝାରସୁଗୁଡ଼ା ଜିଲ୍ଲା ପୋଲିସ ୫ ଜଣ ନାବାଳକଙ୍କୁ ଅଟକ ରଖିଛି। ମୃତକଙ୍କ ନାମ ସାହିଲ ସାହିସ। ସେ ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁରର ବାସିନ୍ଦା। ସେ ଫେବୃଆରୀ ୧ରେ ନିଖୋଜ…