Motion Sickness: କାର କିମ୍ବା ବସ୍ରେ ଚଢ଼ିବା ମାତ୍ରେ ବାନ୍ତି ଲାଗୁଛି କି? କରନ୍ତୁ କିଛି ଏପରି… ଚୁଟକିରେ…
ଭୁବନେଶ୍ଵର: ଯାତ୍ରା ଅନେକ ଲୋକଙ୍କ ପାଇଁ ଆନନ୍ଦର ବିଷୟ ହୋଇଥିବା ବେଳେ କିଛି ଲୋକ ଯଥୋଚିତ ଏହାକୁ ଏଡାନ୍ତି। ଏହା ପଛରେ ଏକ ପ୍ରମୁଖ କାରଣ ହେଉଛି, ବସ୍ କିମ୍ବା ଟ୍ରେନ୍ରେ ଯାତ୍ରା ଆରମ୍ଭ କରିବା ମାତ୍ରେ ବାନ୍ତି ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏହି ଲୋକମାନେ ଭାରୀ ମୁଣ୍ଡ, ବାନ୍ତି ବାନ୍ତି…