Ajit Pawar Plane Crash: ଏହା ଦୁର୍ଘଟଣା ଥିଲା, ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ… ଅଜିତଙ୍କ ଦେହାନ୍ତ ପରେ…
ମହାରାଷ୍ଟ୍ର:ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁରେ ଶରଦ ପାୱାର ଦୁଃଖ ପ୍ରକାଶ କରିଛନ୍ତି। ସେ ଏହି ଘଟଣାରେ ରାଜନୀତି ନ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ଏହା ଏକ ଦୁର୍ଘଟଣା ଥିଲା କହିଛନ୍ତି। ପାୱାର କହିଛନ୍ତି, "ଏଥିରେ କୌଣସି ରାଜନୀତି ଜଡିତ ନାହିଁ।" ରାଜ୍ୟ ଏକ…