ଗିରଫ ହେଲେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଜ୍ୟାକବ ମାର୍ଟିନଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ବରୋଦାରେ ମଦ୍ୟପାନ କରି ସେ ଗାଡି ଚଳାଉଥିବା ବେଳେ ପୋଲିସ ହାତରେ ଧରା ପଡିଥିଲେ । ରାତି ୨ଟା୩୦ରେ ମାର୍ଟିନଙ୍କ କାର ସନ୍ତୁଳନ ହରାଇଥିଲା ଏବଂ ଜଣଙ୍କ ଘର ବାହାରେ ରହିଥିବା ୩ଟି କାର ସହ…