ଶ୍ରୀଲଙ୍କାର ସ୍ପିନ୍ ଟ୍ରାକରେ ଜିତିବାକୁ ଟିମ ଇଣ୍ଡିଆର ସ୍ୱତନ୍ତ୍ର ଯୋଜନା
କଲମ୍ବୋ: ଶ୍ରୀଲଙ୍କାର ସ୍ପିନିଂ ଟ୍ରାକରେ ବିଜୟ ହାସଲ କରିବା ପାଇଁ ଭାରତୀୟ ଦଳ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ । ଅଗଷ୍ଟ ୧୫ରୁ ଗାଲେରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ପୂର୍ବରୁ ହେଡ୍ କୋଚ୍ ଗୌତମ ଗମ୍ଭୀର କଲମ୍ବୋରେ ଗାଲେ ଭଳି ପିଚ୍ ତିଆରି କରି ବ୍ୟାଟରମାନଙ୍କୁ କଠିନ…