ଜେଲ୍ ଗଲେ ଜେଲ୍ ଅଧୀକ୍ଷକ…
କଟକ: ଗତ ବର୍ଷ ଚୌଦ୍ୱାର ସର୍କଲ ଜେଲରୁ ଦୁଇଜଣ କଏଦୀ ଫେରାର ହେବା ଘଟଣା ପରେ ଜେଲ୍ ରେକର୍ଡରେ ହେରଫେର୍ କରିବା ଅଭିଯୋଗରେ ଚୌଦ୍ୱାର ସର୍କଲ ଜେଲର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱରର ଶହୀଦ ନଗର ଅଞ୍ଚଳରେ ଥିବା ତାଙ୍କ ବାସଭବନରୁ…