ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନ୍ସିପ ଫାଇନାଲ୍ରେ କିପରି ପହଞ୍ଚିବ ଟିମ୍ ଇଣ୍ଡିଆ ?
ନୂଆଦିଲ୍ଲୀ: ପୋର୍ଟ ଅଫ୍ ସ୍ପେନ୍ ଟେଷ୍ଟରେ ପାକିସ୍ତାନ ୮ ୱିକେଟରେ ବିଜୟୀ ହୋଇ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନ୍ସିପ ପଏଣ୍ଟ ଟେବୁଲର ୮ମ ସ୍ଥାନକୁ ଉନ୍ନୀତ ହୋଇଛି । କିନ୍ତୁ ପାକିସ୍ତାନ ଫାଇନାଲ୍ ଦୌଡ଼ରୁ ପୂର୍ବରୁ ହିଁ ବାଦ୍ ପଡ଼ିସାରିଛି । ଏବେ ବଡ଼ ପ୍ରଶ୍ନ ହେଉଛି— ଭାରତୀୟ ଦଳ କିପରି …