Jantar Mantar Protest: ମହିଳା ପ୍ରତିବାଦକାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, SC କହିଲେ ପ୍ରାଥମିକତା…
ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ଜୁଲାଇ ୨୦ରେ ଛାତ୍ର ପ୍ରତିବାଦ ସମୟରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗର ସ୍ୱତଃ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ଆବେଦନର ବିଚାର କରିଛନ୍ତି।
ବରିଷ୍ଠ ଆଇନଜୀବୀ ଶୋଭା ଗୁପ୍ତା ସୁପ୍ରିମକୋର୍ଟଙ୍କୁ ଏପରି ଏକ ବ୍ୟବସ୍ଥା ପ୍ରତିଷ୍ଠା…