ପାଠ ପଢ଼ାଇବାକୁ ଡାକି ଝିଆରୀକୁ ଦୁଷ୍କର୍ମ, ମଉସା ଓ ମାଉସୀ ଗିରଫ
ଭୁବନେଶ୍ୱର: ରାଜଧାନୀରେ ୨୪ ବର୍ଷୀୟା ଝିଆରୀକୁ ଦୁଷ୍କର୍ମ ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରାଯାଇଛି। ଏହି ଅପରାଧ ନାବାଳିକା ଥିବା ସମୟରେ ଆରମ୍ଭ ହୋଇଥିଲା।
ପୀଡିତାଙ୍କ ଦ୍ୱାରା ଦାୟର ଅଭିଯୋଗ ପରେ ବୁଧବାର ନୟାପଲ୍ଲୀ ପୋଲିସ ଦୁହିଁଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ନୟାପଲ୍ଲୀ…