Latest Odisha News

BREAKING NEWS

Yearly Archives

2026

୩ଲକ୍ଷର କାଠ ଓ ପଟା ଜବତ;ବେଆଇନ ଭାବେ ସଂରକ୍ଷିତ ଜଙ୍ଗଲରୁ ଗଛ କାଟିଥିଲେ

କୋମତାଲପେଟା:ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା କାଠ ବିଷୟରେ ତଦନ୍ତ କରି କିଛି ଘରେ ଚଢାଉ କରିଥିଲେ ବନ କର୍ମଚାରୀ । ଏହି ଚଢାଉରେ ୩ଲକ୍ଷ ଟଙ୍କାର ଶାଳ କାଠ ଓ ପଟା ଜବତ ହୋଇଛି ଓ ୩ଜଣ ଗିରଫ ହୋଇଛନ୍ତି । ରାୟଗଡା ବନଖଣ୍ଡ ଅଧିକାରୀ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ବନାଞ୍ଚଳ ଅଧିକାରୀ ଅନିଲ କୁମାର…

ବନ୍ୟା ପାଣିରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡ଼ି

ଭୁବନେଶ୍ୱର: ରବିବାର ଦିନ ସ୍ଥାନୀୟ ବିଧାୟକ ଗୌରୀ ଶଙ୍କର ମାଝୀ ଏବଂ ତେନ୍ତୁଳିଖୁଣ୍ଟି ବ୍ଲକ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଣିଗ୍ରାହୀ ନବରଙ୍ଗପୁର ଜିଲ୍ଲାରେ ବନ୍ୟା ସ୍ଥିତି ଆକଳନ କରିବା ସମୟରେ ସେତୁ ଉପରେ ଫସି ଯାଇଥିଲେ। ପ୍ରବଳ ବର୍ଷା ପରେ ପାଣି ଜମି ରହିଥିବା ନେଇ ଅଭିଯୋଗ ପରେ…

ସଚିନ-ସେହୱାଗଙ୍କ କ୍ଲବ୍‌ରେ ଦେବଦତ୍ତ : ୯ ବର୍ଷ ପରେ ସୃଷ୍ଟି କଲେ ନୂଆ ଇତିହାସ

କଲମ୍ବୋ : ଶ୍ରୀଲଙ୍କା ବିପକ୍ଷ କଲମ୍ବୋ ଟେଷ୍ଟର ପ୍ରଥମ ଦିନରେ ବାମହାତୀ ବ୍ୟାଟର ଦେବଦତ୍ତ ପଡ଼ିକ୍କଲ ୧୧୭ ରନ୍‌ର ଏକ ଦମଦାର ଶତକୀୟ ପାରୀ ଖେଳିଛନ୍ତି । ଚଳିତ ସିରିଜ୍‌ରେ ଏହା ତାଙ୍କର କ୍ରମାଗତ ଦ୍ୱିତୀୟ ଶତକ । ଏହା ପୂର୍ବରୁ ସେ ଗାଲେ ଟେଷ୍ଟରେ ୧୬୭ ରନ୍ ସଂଗ୍ରହ କରିଥିଲେ । ଏଥିସହ ସେ ସଚିନ…

ହାତୀ ନଦୀରେ ବନ୍ୟା;୨୦୦ ଲୋକ ସ୍ଥାନାନ୍ତର, ନଦୀକୁ ନଯିବାକୁ ପରାମର୍ଶ

ଭବାନୀପାଟଣା:ହାତୀ ନଦୀରେ ବନ୍ୟା । କଳାହାଣ୍ଡି ଜୟପାଟଣା ଓ କଲମପୁର ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। । ମଙ୍ଗଳପୁର ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହାତୀ ନଦୀକୁ ଛଡ଼ାଯାଇଛି। ଏଥିରେ ୪୧୨ କ୍ୟୁମେକ ବନ୍ୟା ଜଳ ନିଷ୍କାସିତ ହେଉଛି। ଏବେ ପାଣି ଘେରରେ…

ପନ୍ତଙ୍କୁ ପରାମର୍ଶ ! ଗ୍ରହଣ କରନି ଅଧୀନାୟକ ପଦ

ନୂଆଦିଲ୍ଲୀ: ଭାରତୀୟ ୱିକେଟକିପର୍-ବ୍ୟାଟର ରିଷଭ ପନ୍ତଙ୍କୁ ଇଣ୍ଡିଅନ୍ ପ୍ରିମିୟର୍ ଲିଗ୍ ର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ର ଅଧିନାୟକ ପଦ ଗ୍ରହଣ ନକରିବାକୁ ପରାମର୍ଶ ଦିଆଯାଇଛି। ପନ୍ତଙ୍କୁ ଏହି ଅଧିନାୟକତ୍ୱ ପ୍ରସ୍ତାବ ଆସିଲେ ମଧ୍ୟ ଗ୍ରହଣ ନକରି ନିଜ ବ୍ୟାଟିଂ ଓ ଖେଳ ଉପରେ…

ଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୩୦୦/୫, ଦେବଦତ୍ତଙ୍କ କ୍ରମାଗତ ଦ୍ୱିତୀୟ ଶତକ

କଲମ୍ବୋ: କୋଲମ୍ବୋର ସିଂହଳୀ ସ୍ପୋର୍ଟସ କ୍ଲବରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ ହରାଇ ୩୦୦ ରନ୍ ସଂଗ୍ରହ କରିଛି । ରବିବାର ଷ୍ଟମ୍ପସ ଅପସାରଣ ବେଳକୁ ଧ୍ରୁବ ଜୁରେଲ ୭ ରନ୍ ଓ ସାରାଂଶ ଜୈନ ୪ ରନ୍ କରି ନାବାଦ ଅଛନ୍ତି । ପ୍ରଥମ ଦିନର ଖେଳ ଶେଷ…

ଲଗାଣ ବର୍ଷାରେ ୨୦ ଫୁଟ ରାସ୍ତା ଧୋଇଗଲା;ଝରିଗାଁ-ଡାବୁଗାଁ ରାସ୍ତାରେ ଯାତାୟତ ବନ୍ଦ

ଝରିଗାଁ:ଝରିଗାଁରେ କେଉଁଠି ବର୍ଷା ପାଣିରେ ରାସ୍ତା ଧୋଇଯାଇଛି ତ ଆଉ କେଉଁଠି ଆପ୍ରୋଜ ରାସ୍ତାକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ସେହିଭଳି ଅନେକ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ବର୍ଷା ପାଣି ପ୍ରବାହିତ ହେଉଥିବା ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ନବରଙ୍ଗପୁରର ଝରିଗାଁ ବ୍ଲକରେ ଲଗାଣ…

ବାଂଲାଦେଶରେ ଅବସରପ୍ରାପ୍ତ ହିନ୍ଦୁ ଶିକ୍ଷକଙ୍କୁ ହତ୍ୟା ଅଭିଯୋଗ, ବନ୍ଦ ଘରେ ୪ ମୃତଦେହ…

ଢାକା: ବାଂଲାଦେଶର ରଙ୍ଗପୁର ସହରରେ ଏକ ହିନ୍ଦୁ ପରିବାରର ଚାରିଜଣଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ଶନିବାର ବିଳମ୍ବିତ ରାତିରେ ଏକ ବନ୍ଦ ଘରୁ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ, ତାଙ୍କ ସ୍ତ୍ରୀ, ଝିଅ ଏବଂ ୧୨ ବର୍ଷର ପୁଅର ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଅନୁଯାୟୀ,…

ନିଲାମ ହେବ ଏହି ଜିଲ୍ଲାର ୪୦ ବାଲିଘାଟ;ପ୍ରଥମ ଥର ଇ-ଲଟେରୀରେ ଘାଟ ଆବଣ୍ଟନ

କଟକ:ଜିଲ୍ଲାର ୪୦ଟି ବାଲିଘାଟକୁ ନିଲାମ ପାଇଁ ଜିଲ୍ଲା ଖଣି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ଆବେଦନ କରିବାର ଶେଷ ସମୟ ସେପ୍ଟେମ୍ବର ୨୧ ତାରିଖ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୬ ତାରିଖ ମଧ୍ୟରେ ଟେଣ୍ଡର ଖୋଲାଯିବ । ସୂଚନାଥାଉକି, ଚଳିତ ଥର ପ୍ରଥମ ଥର…

ଓଡ଼ିଶା ଉପକୂଳରେ MV ଓସେନ୍ ୱିନର ବୁଡ଼ିବା ଘଟଣାରେ ୨୨ ନିଖୋଜ, ଦୁଃଖ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ପାରାଦୀପ: ଓଡ଼ିଶା ଉପକୂଳରେ ପାନାମା-ପତାକାଯୁକ୍ତ ଜାହାଜ MV ଓସେନ୍ ୱିନର ବୁଡ଼ିଯିବା ଘଟଣାକୁ ନେଇ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ରବିବାର ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଭାରତୀୟ ତଟରକ୍ଷୀ ବାହିନୀ (ICG) ଏବଂ ଭାରତୀୟ ନୌସେନା…