କାଣୀ ନଦୀରେ ୨ଟି ଘାଇ;ଗାଁରେ ପଶିଲା ବନ୍ୟା ପାଣି
ଦଶରଥପୁର:ବୈତରଣୀ ନଦୀରେ ବଡ଼ ବନ୍ୟା ଆସିଛି । ଫଳରେ ଶାଖା ନଦୀ କାଣୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହୋଉଛି । ଯାଜପୁରଜିଲ୍ଲା ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ଡୋଭାଵିଲ ପାଟଣାଠାରେ ୨ ଟି ଘାଇ ସୃଷ୍ଟି ହୋଇଥିଲା। ଘାଇ ହେବା ଫଳରେ ମଲିକାପୁର, ତରପଦା, କସ୍ପା, ଛଚିଣା, କନିକାପଡା, ମଙ୍ଗଳପୁର,…