ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୫କୁ ବୃଦ୍ଧି, ୯ ଲକ୍ଷ କ୍ଷତିପୂରଣ
ନୂଆଦିଲ୍ଲୀ: ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି। ଏକ ସରକାରୀ ବୁଲେଟିନ୍ ଅନୁଯାୟୀ, ପ୍ରଭାବିତ ଲୋକଙ୍କ ସଂଖ୍ୟା ଏବେ ୩.୩୨ ଲକ୍ଷ ବଢ଼ିଛି।
ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ASDMA) କହିଛି ଯେ ମଙ୍ଗଳବାର ବନ୍ୟାରେ ମୃତ୍ୟୁବରଣ କରିଥିବା ସମସ୍ତ ସାତ ଜଣ…